୧୧ ଜାନୁୟାରୀ,ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆଜି ଆତ୍ମବିଶ୍ୱାସ ବଢ଼ିବ

zodaic

ମେଷ: ଧନପ୍ରାପ୍ତିର ଯୋଗ ରହିଛି। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଯାତ୍ରା କରିପାରନ୍ତି।

ବୃଷ: ସୁସ୍ଥ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶୁଭ ଖବର ପାଇବେ।

ମିଥୁନ:ବ୍ୟସ୍ତ ଭିତରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତ ଭିତରେ ରହିବେ। ଅଫିସ୍‌ କାମକୁ ନେଇ ଚିନ୍ତାରେ ରହିବେ।

ସିଂହ: ସୁସ୍ଥ ରହିବେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

କନ୍ୟା: ପରିବାରରେ ଖୁସିର ବାତାବରଣ ରହିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିପାରେ।

ତୁଳା: କାର୍ଯ୍ୟରେ ସଫଳତା ପାଇବେ। ଖର୍ଚ୍ଚ ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ। ଯାତ୍ରା କରିପାରନ୍ତି। ସୁସ୍ଥ ରହିବେ।

ବିଚ୍ଛା: ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନ ଅଶାନ୍ତ ରହିବ।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି। ଦାୟିତ୍ୱ ବଢ଼ିବ। ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି।

ମକର: ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିଅର୍‌ରେ ପରିବର୍ତ୍ତନ ହୋଇପାରେ।

କୁମ୍ଭ:  ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମହିଳାଙ୍କଠାରୁ ସହଯୋଗ ପାଇବେ। ସୁସ୍ଥ ରହିବେ।

ମୀନ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ସୋରିଷ ଖାଇ ଘରୁ ବାହାରନ୍ତୁ।

Previous ArticleNext Article

Send this to a friend