୧୧ ଡିସେମ୍ୱର, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବଢ଼ିବ

zodaic-1-3-768x401-1-1-1-1-1-2-1-1-1-1-2

ମେଷ: ବ୍ୟବସାୟରେ ଲାଭବାନ ହେବେ। ଶରୀର ସୁସ୍ଥ ରହିବ। ଖର୍ଚ୍ଚ ବଢ଼ିବ। କଥା ଉପର ନିୟନ୍ତ୍ରଣ ରଖନ୍ତୁ।

ବୃଷ:  ଧନପ୍ରାପ୍ତିର ଯୋଗ ରହିଛି। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ସ୍ୱାସ୍ଥ୍ୟ ଠିକ୍‌ଠାକ୍‌  ରହିବ।

ମିଥୁନ: ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାର୍ଯ୍ୟରେ ବିଳମ୍ୱ ହେବ। ମିଶ୍ରି ଖାଇ ଘରୁ ବାହାରନ୍ତୁ, ସମସ୍ୟା ଦୂର ହେବ।

କର୍କଟ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟର୍‌ରେ ସଫଳତା ମିଳିବ। ଖର୍ଚ୍ଚ ବଢ଼ିବ। ପିଲାଙ୍କ ସହ ସମ୍ପର୍କ ଭଲ ରହିବ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ମିଳିବ। ଘରେ ଖୁସିର ବାତାବରଣ ରହିବ। ମାଆଙ୍କ ଠାରୁ ସହଯୋଗ ପାଇବେ।

କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଙ୍କ  ସହ ସାକ୍ଷାତ ହୋଇପାରେ। ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: କ୍ୟାରିୟର୍‌ରେ ସଫଳତା ମିଳିବ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ। ବ୍ୟବସାୟରେ ଲାଭବାନ ହେବ। ପିଲାଙ୍କୁ ନେଇ ଚିନ୍ତାରେ ପଡ଼ି ପାରନ୍ତି।

ବିଚ୍ଛା: ଘରେ ସୁଖଶାନ୍ତିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ।

ଧନୁ: କାର୍ଯ୍ୟରେ ସଫଳତା ପାଇବେ। ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ବାପାଙ୍କ  ସହଯୋଗ ପାଇବେ । ଦୂର ଯାତ୍ରା କରି ପାରନ୍ତି।

ମକର: ଅସୁସ୍ଥ ଅନୁଭବ କରିବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ।

କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ:  ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଆତ୍ମବିଶ୍ୱାସ ବଢ଼ିବ। ଅଟକି ରହିଥିବା କାର୍ଯ୍ୟ ହେବ। ମାନ-ସମ୍ମାନ ମିଳିବ।

 

 

Previous ArticleNext Article

Send this to a friend