ରିଷିଙ୍କ ମୃତ୍ୟୁରେ ମେୟରଙ୍କ ସଂପୃକ୍ତି ନେଇ ବିଜେପିର ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗରେ ବିଜେପି ପକ୍ଷରୁ ବୁଧବାର ୧୨ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି,“ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ସହରରେ  ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ଅଟୋ, ବସ୍, ବଜାର […]

bjppressmeet

bjppressmeet

Rakesh Mallick
  • Published: Monday, 19 December 2016
  • Updated: 19 December 2016, 05:25 PM IST

Sports

Latest News

bjppressmeetଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଅଭିଯୋଗରେ ବିଜେପି ପକ୍ଷରୁ ବୁଧବାର ୧୨ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି,“ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ସହରରେ  ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ଅଟୋ, ବସ୍, ବଜାର କମିଟି ଆସୋସିଏସନ ଓ ସ୍କୁଲ, କଲେଜର ପିଲାମାନଙ୍କ ଅଭିଭାବକଙ୍କୁ  ଅନୁରୋଧ କରୁଛି ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ।”

ସେ ଆହୁରି କହିଛନ୍ତି,“ଏକ ଛାତ୍ରର ହତ୍ୟାକାରୀଙ୍କୁ ଜେଲ ପଠାଇବା ପାଇଁ ସମସ୍ତେ ମିଳିମିଶି ଆନ୍ଦୋଳନ କଲେ ଏହା ନିଶ୍ଚିତ ସଫଳ ହେବ। ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ବିଜେପି ଦଳ  ଭୁବନେଶ୍ୱର ଜନସାଧାରଣଙ୍କୁ  ‌ଆହ୍ୱାନ କରୁଛି।”

ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି,“ଆମ୍ବୁଲାନ୍ସ, ହସପିଟାଲ ଓ ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ।  ଭୁବନେଶ୍ୱର ଜନସାଧାରଣଙ୍କୁ ଶାନ୍ତି ପୁର୍ଣ୍ଣ ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରୁଛୁ।”

ସେ କହିଛନ୍ତି, “୧୧୨ଟି ନଗରାଞ୍ଚଳରେ ଆଜି ୨ଘଣ୍ଟା ଚକ୍କାଜାମ୍‌ ଆନ୍ଦୋଳନ କରାଯାଇଥିଲା, ତାହା ସଫଳ ହୋଇଛି।  ଜନସାଧାରଣଙ୍କ ସମର୍ଥନ ମଧ୍ୟ ମିଳିଛି। ୧୦୨ଟି  ଜାଗାରେ କାର୍ଯ୍ୟକ୍ରମ ସରିଛି। ବାକି କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ଛାଡି ଅନ୍ୟ ସ୍ଥାନମାନଙ୍କର ସଂନ୍ଧ୍ୟା ସୁଦ୍ଧା କରିବାକୁ  ପ୍ରସ୍ତୁତି ଜାରି ରହିଛି। ସେଥିପାଇଁ ନଗରାଞ୍ଚଳରେ ଜନସାଧାରଣ ଏହି ବନ୍ଦକୁ ସଫଳ କରିଥିବାରୁ  ବିଜେପି ଦଳ ପକ୍ଷରୁ ଧନ୍ୟବାଦ ଜଣାଉଛି।”

ସେ ଆହୁରି କହିଛନ୍ତି,“ଇଞ୍ଜିନିୟରିଂ ଛାତ୍ର ରିଷିଙ୍କ ହତ୍ୟାକାଣ୍ଡରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତିର ପ୍ରମାଣ ଭାରତୀୟ ଜନତା ପାର୍ଟି ପ୍ରଥମେ କମିଶନରେଟ୍ ପୋଲିସକୁ ଦେଇଥିଲା।  ସାତମାସ ହେଲା କମିଶନରେଟ୍ ପୋଲିସ ରିଷି ହତ୍ୟା ଘଟଣାକୁ  ଶୀତଳଭଣ୍ଡାରରେ ପକାଇରଖିଥିଲା। ଯେଉଁଥିରେ ଭୁବନେଶ୍ୱର ମେୟରଙ୍କ ସଂପୃକ୍ତି ଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ପଦରୁ ବହିଷ୍କାର କରନ୍ତୁ।”

ସମୀର କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେୟରଙ୍କୁ ସମର୍ଥନ କରୁଛନ୍ତି। ଫଳରେ ତଦନ୍ତ ପ୍ରଭାବିତ ହେଉଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି।  ଫଳରେ ଭୁବନେଶ୍ୱର ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଏହି ସନ୍ଦେହକୁ ଦୂର କରିବା ପାଇଁ ଓଡ଼ିଶାର ଜନସାଧାରଣ ଓ ଭୁବନେଶ୍ୱର ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ଓ ଇଞ୍ଜିନିୟରିଂ ଛାତ୍ର ରିଷିଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ  ବିଜେପି ତା’ର ଆନ୍ଦୋଳନକୁ ଆଗକୁ ବଢାଇବା  ପାଇଁ ନିଷ୍ପତ୍ତି ନେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story