୧୩ ଜାନୁଆରୀ, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଚାକିରିରେ ପରିବର୍ତ୍ତନ କରିବା ଅନୁଚିତ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ନୁହେଁ। ଦୂରଯାତ୍ରା କରନ୍ତୁ ନାହିଁ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟହାନୀର ସମ୍ଭାବନା ରହିଛି। ବୃଷ: ଆଜି ଆପଣଙ୍କ ମନ ଚଞ୍ଚଳ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଆଜି ଜମି କିଣିବାକୁ ଯୋଜନା ଥିଲେ, ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ। ମିଥୁନ: ଆଜିର ଦିନଟି ଆପଣଙ୍କର ବହୁତ ଭଲରେ କଟିବ। ପରିବାର ସଦସ୍ୟଙ୍କ ସହଯୋଗ ପାଇବେ। ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। କର୍କଟ: […]

kotia

kotia

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 06:39 AM IST

Sports

Latest News

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ନୁହେଁ। ଦୂରଯାତ୍ରା କରନ୍ତୁ ନାହିଁ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟହାନୀର ସମ୍ଭାବନା ରହିଛି।

ବୃଷ: ଆଜି ଆପଣଙ୍କ ମନ ଚଞ୍ଚଳ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଆଜି ଜମି କିଣିବାକୁ ଯୋଜନା ଥିଲେ, ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କର ବହୁତ ଭଲରେ କଟିବ। ପରିବାର ସଦସ୍ୟଙ୍କ ସହଯୋଗ ପାଇବେ। ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କୁ ମିଶ୍ର ଫଳ ଦେବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ି ପାରନ୍ତି। ସ୍ଥାନ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଆତ୍ମବିଶ୍ୱାସ ଅଧିକ ରହିବ। ଚାକିରିରେ ମାନସମ୍ମାନ ବୃଦ୍ଧି ପାଇବା ସହ ଉଚ୍ଚ ପଦ ହାସଲ କରିବେ। ଘରେ ପିଲାମାନଙ୍କ ସମସ୍ୟା ଦୂର ହେବ।

କନ୍ୟା: ଯାନବାହାନ କିଣିବାର ଯୋଗ ରହିଛି। ଜୀବନସାଥୀ ସହ ବିବାଦ ହେବାର ଆଶଙ୍କା ରହିଛି। ବୁଝି ବିଚାରି କାମ କରନ୍ତୁ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଧାରକରଜରୁ ମୁକ୍ତି ମିଳିବ। ଅଟକି ରହିଥିବା କାମ ହୋଇଯିବ।

ବିଚ୍ଛା: ଦୁର୍ଘଟଣାର ଯୋଗ ରହିଛି। ଦେଖିଚାହିଁ ଘରୁ ବାହାରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିବ।

ଧନୁ: ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା କମ ହୋଇଯିବ।

ମକର: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ବିବାହକୁ ନେଇ ତିକ୍ତତା ବଢିପାରେ। ଧର୍ଯ୍ୟର ସହ କାମ କରନ୍ତୁ।

କୁମ୍ଭ: ଲାଗି ରହିଥିବା ମକଦ୍ଦମା ସମାଧାନ ପାଇଁ ସହମତିର ବାଟ ଫିଟିବ। ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ଲାଭ ମିଳିବ।

ମୀନ: ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଗାଡି ଚଲାନ୍ତୁ ନାହିଁ। ଆଖି ସମସ୍ୟାରେ ପଡ଼ି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story