୧୭ ଡିସେମ୍ୱର,ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶୁଭ ଫଳ ପାଇବେ

zodaic

ମେଷ: ଅସୁସ୍ଥ ଅନୁଭବ କରିବେ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ।

ମିଥୁନ: ସୁସ୍ଥ ରହିବେ। ପରିବାରରେ ଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।

କର୍କଟ: ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ସୁସ୍ଥ ରହିବେ। ଉପହାର ମିଳିବ। ବ୍ୟବସାୟରେ ଲଭବାନ ହେବ।

ସିଂହ: ଶୁଭ ଫଳ ମିଳିବ। ପରିବାର ଲୋକଙ୍କ ସହ ଖୁସିରେ ସମୟ ବିତାଇବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସୁସ୍ଥ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କ ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ପରିବାରରେ ଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: ଦିନଟି ଖୁସିରେ କଟିବ। ବିବାଦ ଠାରୁ ଦୂରେଇ ରୁହନ୍ତୁ। ହଠାତ୍ ଅଧିକ ଖର୍ଚ୍ଚ ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରି ପାରନ୍ତି।

ଧନୁ: ପରିବାର ଲୋକଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଅସୁସ୍ଥ ରହିବେ। ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ।

ମକର: କୌଣସି ବସ୍ତୁ କିଣିବା ପାଇଁ ଦିନଟି ଶୁଭ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟସ୍ତ ରହିବେ।

କୁମ୍ଭ: କ୍ୟାରିଅର୍‌ରେ ନିଜ ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ମାନ-ସମ୍ମାନ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି।

ମୀନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବାପାଙ୍କ ଠାରୁ ଆଶୀର୍ବାଦ ମିଳିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଅଟକି ରହିଥିବା କାମ ଶେଷ କରିବେ।

Previous ArticleNext Article

Send this to a friend