୧୮ ଡିସେମ୍ବର, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଦୂରଯାତ୍ରା କରିବା ଅନୁଚିତ

zodaic-1-3-768x401-1-1-1-1-1-2-1-1-1-1-2-1-1-1

ମେଷ: ଆଜିର ଦିନ ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ମାନସମ୍ମାନ ବଢ଼ିବ। ଜମି କିଣି ପାରନ୍ତି।

ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଦିନଟି ଆଜି ଭଲରେ କଟିବ। ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ।

ସିଂହ: ସମ୍ପତ୍ତିପ୍ରାପ୍ତିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: ପରିବାରରେ ଦାୟିତ୍ୱ ବଢ଼ିବ। ବିବାଦରୁ ଦୂରେଇ ରୁହନ୍ତୁ। ଆଜିର ଦିନଟି ଅତ୍ୟନ୍ତ ଭଲ। ପ୍ରେମ ଆବେଦନ କଲେ ସଫଳତା ମିଳିବାର ଆଶା ରହିଛି।

ତୁଳା: ଦିନଟି ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ପ୍ରତିଯୋଗୀତା ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପୁରୁଣା ସମସ୍ୟାର ଆଜି ସମାଧାନ ହୋଇପାରେ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜି କାହାଠାରୁ ଧାରଉଧାର କରନ୍ତୁ ନାହିଁ।

ଧନୁ: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣାର ସମ୍ଭାବନା ରହିଛି। କୌଣସି କଥା ନେଇ ବିବାଦରେ ପଡ଼ିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ମକର: ନୂଆ ଗାଡ଼ି କିଣିବାକୁ ଯୋଜନା ଥିଲେ ଆଜି କିଣି ପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ଅଟକି ରହିଥିବା କାମ ଆଜି ପୂରା ହେବ।

କୁମ୍ଭ: ଜମି କିଣି ପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମୀନ: କୌଣସି କଥାକୁ ନେଇ ପରିବାରିକ ସମସ୍ୟା ଦେଖାଦେଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଶରୀରରେ ହାଡ଼ ଜିନିତ ସମସ୍ୟା ଦେଖାଯାଇପାରେ।

 

 

 

 

Previous ArticleNext Article

Send this to a friend