୨୦ ପ୍ରତିଶତ କମିଶନରେ କଳା ଟଙ୍କା ହୋଇ ଯାଉଥିଲା ଧଳା

ଭୁବନେଶ୍ୱର: କଳା ଟଙ୍କାକୁ ଧଳା କରିବା ଲାଗି ଚାଲିଥିଲା ଭିତିରି  ଖେଳ। ଏଥିରେ ଏକ ରାକେଟ ସକ୍ରିୟ ରହି କୋଟି କୋଟି ଟଙ୍କାର କଳାଟଙ୍କାକୁ ଧଳା କରିଥିବା ଅଭିଯୋଗ ଆସିଛି। ଏପରି ଏକ ଘଟଣା ଉପର ପର୍ଦ୍ଦାଫାସ କରିଛି ଓଟିଭି। ୨୦ ପ୍ରତିଶତ କମିଶନ ନେଇ କଳା ଟଙ୍କାକୁ ଧଳା କରୁଥିଲେ ଦଲାଲ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ଏହି କାରବାର ଚାଲିଥିଲା। କଳା ଟଙ୍କାକୁ ଧଳା କରୁଥିବା ଦଲାଲଙ୍କୁ ଓଟିଭିର ପ୍ରତିନିଧି ନିଜ ପରିଚୟ […]

block-money

block-money

Rakesh Mallick
  • Published: Friday, 30 December 2016
  • Updated: 30 December 2016, 08:37 PM IST

Sports

Latest News

block-moneyଭୁବନେଶ୍ୱର: କଳା ଟଙ୍କାକୁ ଧଳା କରିବା ଲାଗି ଚାଲିଥିଲା ଭିତିରି  ଖେଳ। ଏଥିରେ ଏକ ରାକେଟ ସକ୍ରିୟ ରହି କୋଟି କୋଟି ଟଙ୍କାର କଳାଟଙ୍କାକୁ ଧଳା କରିଥିବା ଅଭିଯୋଗ ଆସିଛି। ଏପରି ଏକ ଘଟଣା ଉପର ପର୍ଦ୍ଦାଫାସ କରିଛି ଓଟିଭି। ୨୦ ପ୍ରତିଶତ କମିଶନ ନେଇ କଳା ଟଙ୍କାକୁ ଧଳା କରୁଥିଲେ ଦଲାଲ।

ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ଏହି କାରବାର ଚାଲିଥିଲା। କଳା ଟଙ୍କାକୁ ଧଳା କରୁଥିବା ଦଲାଲଙ୍କୁ ଓଟିଭିର ପ୍ରତିନିଧି ନିଜ ପରିଚୟ ଲୁଚାଇ ଯୋଗାଯୋଗ କରିବା ପରେ ୨୦ ପ୍ରତିଶତ କମିଶନ ନେଇ ୭ ଦିନ ମଧ୍ୟରେ ପୁରୁଣା ନୋଟ୍‌ ବଦଳା ଯାଉଥିବା ଦଲାଲ ଜଣଙ୍କ ତାଙ୍କୁ କହିଥିଲେ।

କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରିବା ପରେ ପୁରୁଣା ନୋଟ୍‌ ବଦଳ ଓ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ, ଏଟିଏମ୍‌ ଆଗରେ ଲମ୍ୱା ଲାଇନ୍‌ ଦେଖିବାକୁ ମିଳିଥିଲା। ଲୋକେ ଟଙ୍କା ଉଠାଇବା ପାଇଁ ଘଣ୍ଟାଘଣ୍ଟା ଲାଇନ୍‌ରେ ଛିଡା ହେଉଥିଲେ। ଏପରିସ୍ଥଳେ କଳା ଟଙ୍କାକୁ ଧଳା କରିବାରେ ଲାଗି ପଡ଼ିଥିଲେ କେତେକ ଦଲାଲ। ସେମାନେ ପରଦା ପଛରେ ରହି ଲୋକଙ୍କ ଟଙ୍କାକୁ ବଦଳାଇବା ପାଇଁ ମୂଲଚାଲ କରୁଥିଲେ। ମାତ୍ର କେଟା ଦିନରେ ଲକ୍ଷ ଲକ୍ଷ କଳା ଟଙ୍କା ଧଳା ହୋଇଯାଉଥିଲା। ସମ୍ୱଲପୁର ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ ଏକ କୋଟି ୪୨ ଲକ୍ଷ ଟଙ୍କା ବଦଳାଇବା ପାଇଁ ଚାଲିଥିବା ମୂଲଚାଲରୁ ଏହା ସ୍ପଷ୍ଟ ହୋଇଛି। କଳା ଟଙ୍କାକୁ ଧଳା କରିବାରେ ବହୁ ବଡ଼ବଡିଆ ସମ୍ପୃକ୍ତି ଥିବା ଜଣେ ଦଲାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story