୨୦ ଫେବ୍ରୁଆରୀ, ମଙ୍ଗଳବାର: ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମକଦ୍ଦମାରେ ସଫଳତା ପାଇବେ। ଶୁଭ ଖବର ମିଳିବ। ବୃଷ: ମାନସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ  ମନ ଦେବେ। ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ମାନସମ୍ମାନ ମିଳିବ। ଯାତ୍ରାର ଯୋଗ ରହିଛି। କର୍କଟ: ବନ୍ଧୁଙ୍କ ସହଯୋଗ ମିଳିବ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ। ସିଂହ: ବ୍ୟସ୍ତ ଭିତରେ ଦିନ କଟିବ। ବ୍ୟବସାୟରେ କ୍ଷତି ସହ ପାରନ୍ତି। ଅସୁସ୍ଥ ଅନୁଭବ କରିବେ। କନ୍ୟା: ଦୂରସ୍ଥାନକୁ ଯାତ୍ରା […]

zodaic

zodaic

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 07:44 AM IST

Sports

Latest News

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମକଦ୍ଦମାରେ ସଫଳତା ପାଇବେ। ଶୁଭ ଖବର ମିଳିବ।

ବୃଷ: ମାନସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ  ମନ ଦେବେ।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ମାନସମ୍ମାନ ମିଳିବ। ଯାତ୍ରାର ଯୋଗ ରହିଛି।

କର୍କଟ: ବନ୍ଧୁଙ୍କ ସହଯୋଗ ମିଳିବ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ।

ସିଂହ: ବ୍ୟସ୍ତ ଭିତରେ ଦିନ କଟିବ। ବ୍ୟବସାୟରେ କ୍ଷତି ସହ ପାରନ୍ତି। ଅସୁସ୍ଥ ଅନୁଭବ କରିବେ।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। କଳହରୁ ଦୂରେଇ ରୁହନ୍ତୁ।

ତୁଳା: ଧନପ୍ରାପ୍ତିର ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ। ଘରେ ଖୁସିର ବାତାବରଣ ରହିବ।

ବିଚ୍ଛା: ପିଲାଙ୍କ ନିକଟରେ ସମୟ ବିତାଇବେ। ବ୍ୟସ୍ତ ଭିତରେ ରହିବେ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟାରେ ଶୁଭ ଖବର ଶୁଣିବେ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ଅସୁସ୍ଥ ଅନୁଭବ କରିବେ। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ମାନସମ୍ମାନ ମିଳିବ। ବ୍ୟସ୍ତ ଭିତରେ ରହିବେ।

ମୀନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧନପ୍ରାପ୍ତିର ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos