ଡାକ ବିଭାଗରେ ଚାକିରି ଚାହୁଁଛନ୍ତି? ବାହାରିଲା ୨୨୮୬ ପଦବୀ ପାଇଁ ବିଜ୍ଞପ୍ତି

Post-Office

ଆନ୍ଧ୍ରପ୍ରଦେଶ ପୋଷ୍ଟାଲ ସର୍କଲ ୨୨୮୬ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀ ୨୪ମେ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।

ପଦବା ସଂଖ୍ୟା- ୨୨୮୬

ବିଭିନ୍ନ ବର୍ଗ ପାଇଁ ପଦବୀ ସଂଖ୍ୟା ଭିନ୍ନ ରହିଛି

OBC-  ୫୩୬

PH/HH-  ୪୧

PH/OH- ୪୧

PH/VH- ୧୮

SC- ୨୪୨

ST- ୧୮୭

UR- ୧୨୨୧

ଚାକିରି ସ୍ଥାନ- ଆନ୍ଧ୍ରପ୍ରଦେଶ

ଶିକ୍ଷାଗତ ଯୋଗ୍ୟତା- ୧୦ମ ପାସ୍‌ କରିବା ସହ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଜ୍ଞାନ ଥିବା ଦରକାର।

ବୟସ ସୀମା- ୧୮ରୁ ୪୦

ଚୟନ ପ୍ରକ୍ରିୟା– ୧୦ମ ଶ୍ରେଣୀରେ ଥିବା ନମ୍ବର ହିସାବରେ ପ୍ରାର୍ଥୀ ଚୟନ କରାଯିବ

ଆବେଦନ ପ୍ରକ୍ରିୟା- ଅଫିସିଆଲ ୱେବସାଇଟ୍‌ http://www.appost.in/gdsonline କୁ ଯାଇ ଆବେଦନ କରିପାରିବେ।

ଆବେଦନ ଫି- ଜେନେରାଲ ଏବଂ OBC ପୁରୁଷଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ଟଙ୍କା ଥିବା ବେଳେ ମହିଳା ଏସ୍‌ଟି ଏବଂ ପିଏଚ୍‌ ବର୍ଗର ପ୍ରାର୍ଥୀମାନେ ମାଗେଣାରେ ଆବେଦନ କରିପାରିବେ।

Previous ArticleNext Article

Send this to a friend