୩ ଡିସେମ୍ୱର, ରବିବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିଙ୍କୁ ଉପହାର ମିଳିବ

zodaic-

ମେଷ: ମନ ଖୁସି ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭବାନ ହେବେ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ମାଆଙ୍କଠାରୁ ଲାଭବାନ ହେବେ।

ମିଥୁନ: ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଧନ ହାନୀର ସମ୍ଭାବନା ରହିଛି।  ପାନ ପତ୍ର ଖାଇ ଘରୁ ବାହାରନ୍ତୁ।

କର୍କଟ: ଅଳସୁଆ ଅନୁଭବ କରିବେ। ପିଲାଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତି ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାବେ।

ସିଂହ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନ ଲାଭର ଯୋଗ ରହିଛି। ଖୁସିରେ ଦିନଟି କଟିବ। ମାନ-ସମ୍ମାନ ପାଇବେ।

କନ୍ୟା: ପାରିବାରିକ ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ଶେଷ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଉପହାର ମିଳିବ।

ତୁଳା: ବିବାଦରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି।

ବିଚ୍ଛା: କାମର ବୋଝ ଅଧିକ ହେବ। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇ ପାରନ୍ତି। ସମାଜରେ ମାନ-ସମ୍ମାନ ବଢ଼ିବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଖୁସିର ବାତାବରଣ ରହିବ। ବ୍ୟସାୟରେ ଲାଭବାନା ହେବେ।

ମକର: କ୍ୟାରିୟରରେ ପରିବର୍ତ୍ତନର ଯୋଗ ରହିଛି। ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତି ହୋଇପାରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ।

 ମୀନ: ଯାତ୍ରାର ଯୋଗ ରହିଛି। କାର୍ଯ୍ୟରେ ସଫଳତା ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି।

Previous ArticleNext Article

Send this to a friend