୪ ଡିସେମ୍ୱର, ସୋମବାର: ଜାଣନ୍ତୁ  ଆଜି କେଉଁ ରାଶିର ବ୍ୟକ୍ତି ନୂଆ ବାହାନ କିଣିବେ

zodaic

ମେଷ: ଅସୁସ୍ଥ ଅନୁଭବ କରିବେ।  ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ଲେଖକ ଓ  କଳାକାରଙ୍କ ପାଇଁ ଦିନଟି ଭଲ ରହିଛି।

ବୃଷ: ବନ୍ଧୁଙ୍କ ସହ ଖୁସିରେ ସମୟ ବିତାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତ ଭିତରେ ରହିବେ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କାମର ବୋଝ ହାଲ୍‌କା ହେବ। ଚାକିରିରେ ସଫଳତା ପାଇବେ। ଧନ ପ୍ରାପ୍ତିର ଯୋଗ ରହିଛି।

କର୍କଟ: ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ସୃଷ୍ଟି ହୋଇପାରେ। ଅଫିସରେ ମତାନ୍ତର ହୋଇପାରେ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ସିଂହ: ଚାକିରିରେ ବଡ଼ ପରିବର୍ତ୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପିଲାଙ୍କୁ ନେଇ ରହିଥିବା ସମସ୍ୟାର ସମାଧାନ ହେବ।

କନ୍ୟା: ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ବୈବାହିକ ମାମଲାରେ ସଫଳତା ପାଇବେ। ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି।

ତୁଳା: ନୂଆ ଯାନବାହାନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଖୁସିର ପରିବେଶ ରହିବ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଉଚ୍ଚଧିକାରୀଙ୍କ ସହଯୋଗ ମିଳିବ। କ୍ୟାରିୟରରେ ସଫଳତା ମିଳିବ।

ଧନୁ: କ୍ୟାରିୟର୍‌ରେ ପରିବର୍ତ୍ତନର ଯୋଗ ରହିଛି। ପିଲାଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ବ୍ୟସ୍ତତା ଭିତରେ ଦିନ କଟିବ।

ମକର: ଧନ ପ୍ରାପ୍ତିରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ । ନୂଆ ଦାୟିତ୍ୱ ନେଇପାରନ୍ତି।

କୁମ୍ଭ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚାନ୍ତି ହୋଇପାରନ୍ତି।

ମୀନ: ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

Previous ArticleNext Article

Send this to a friend