୫୫୦ ବର୍ଷ ହେବ ରହସ୍ୟମୟ, ଆଜି ବି ବଢୁଛି  ଚୁଟି ଓ ନଖ

୫୫୦ ବର୍ଷ ତଳର  ରହସ୍ୟମୟୀ ମମି। ଲୋକେ ଏହାକୁ ଜୀବିତ ଭଗବାନ କହି ପୂଜା କରୁଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ତିବତ୍ତ ସୀମାର ହିମାଚଳର ଲାହୁଲରେ ଥିବା ଗୟୁ ଗାଁରେ ୫୫୦ ବର୍ଷ ଧରି ତପସ୍ୟା କରୁଥିବା ଲାମା ମମିର ରହସ୍ୟ ଆଜି ବି ଅଜଣା। ପ୍ରତିବର୍ଷ ଏହି ମମିକୁ ଦେଖିବାକୁ ଦେଶ ବିଦେଶରୁ ଲୋକେ ଆସିଥାନ୍ତି। କୁହାଯାଏ ଲାମା ଜଣଙ୍କ ଧ୍ୟାନରେ ଲୀନ ହୋଇ ଜୀବନ ହରାଇଥିଲେ। ସେ ସମୟରେ ସେ ୪୫ […]

mruta

mruta

Rakesh Mallick
  • Published: Friday, 11 May 2018
  • Updated: 11 May 2018, 01:28 PM IST

Sports

Latest News

୫୫୦ ବର୍ଷ ତଳର  ରହସ୍ୟମୟୀ ମମି। ଲୋକେ ଏହାକୁ ଜୀବିତ ଭଗବାନ କହି ପୂଜା କରୁଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ତିବତ୍ତ ସୀମାର ହିମାଚଳର ଲାହୁଲରେ ଥିବା ଗୟୁ ଗାଁରେ ୫୫୦ ବର୍ଷ ଧରି ତପସ୍ୟା କରୁଥିବା ଲାମା ମମିର ରହସ୍ୟ ଆଜି ବି ଅଜଣା। ପ୍ରତିବର୍ଷ ଏହି ମମିକୁ ଦେଖିବାକୁ ଦେଶ ବିଦେଶରୁ ଲୋକେ ଆସିଥାନ୍ତି।

କୁହାଯାଏ ଲାମା ଜଣଙ୍କ ଧ୍ୟାନରେ ଲୀନ ହୋଇ ଜୀବନ ହରାଇଥିଲେ। ସେ ସମୟରେ ସେ ୪୫ ବର୍ଷର ଥିଲେ। ଦୁନିଆର ସେ ଏକ ମାତ୍ର ମମି ଯାହାଙ୍କ ସମାଧି ବସିବା ଅବସ୍ଥାରେ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ମମିର ବାଳ ବଢିବା ସହ ନଖ ମଧ୍ୟ ବଢୁଛି।

ବୈଜ୍ଞାନିକ ଜାଞ୍ଚରୁ ଜଣାପଡିଛି ଏହି  ମମି ୫୫୦ ବର୍ଷ ତଳ ପୁରୁଣା । ମମି ନିର୍ମାଣ ପାଇଁ ଏକ ଖାସ୍‌ ଲେପକୁ ମୃତ ଶରୀରରେ ଲଗାଯାଇଥାଏ।କିନ୍ତୁ ଏହି ମମି ଉପରେ ସେପରି କୌଣସି ଲେପ ନ ଲଗାଯିବା ସତ୍ତ୍ୱେ କିପରି ସୁରକ୍ଷିତ ହୋଇ ରହିଛି ଅନେକ ଅନୁସନ୍ଧାନ ପରେ ମଧ୍ୟ ଏହାର ଉତ୍ତର ମିଳିପାରି ନାହିଁ। ତେବେ କେତେକ ଏହାକୁ ବୌଦ୍ଧ ଭିକ୍ଷୁ ସାଙ୍ଗଲା ତେନ୍‌ଜିଙ୍ଗ ବୋଲି କହିଥାନ୍ତି।

୧୯୭୪ରେ ଭୁମିକମ୍ପ କାରଣରୁ ମମିଟି ମାଟି ତଳେ ପୋତି ହୋଇଯାଇଥିଲା। ୧୯୯୫ରେ ଆଇଟିବିପି ଯବାନ ସଡ଼କ ନିର୍ମାଣ ସମୟରେ ଖୋଦାଣ ସମୟରେ ମମିକୁ ପୁନଶ୍ଚ ବାହାର କରାଯାଇଥିଲା। ତାଙ୍କ ଶରୀରକୁ ସ୍ତୁପକୁ ସାବଧାନତାରେ ମଠରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story