୬ ନଭେମ୍ବର, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ପଡ଼ିପାରନ୍ତି ଥଣ୍ଡା, ଜ୍ୱରରେ

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଳାଭବାନ ହେବ। ଯାନବାହାନ କିଣିବାର ଯୋଗ ରହିଛି। ବୃଷ: ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ। ରାଜଯୋଗ ଥିବାରୁ ମନବାଞ୍ଛା ପୂରଣ ହେବ। ସନ୍ତାନ ଓ ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ଆଜି ଦିନଟି ଆପଣଙ୍କ ଭଲରେ କଟିବ ନାହିଁ। ଥଣ୍ଡା, ଜ୍ୱର ପରି ବେମାରୀରୁ ବଞ୍ଚନ୍ତୁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ସ୍ୱାସ୍ଥ୍ୟର ଯତ୍ନ ନିୟନ୍ତୁ। କର୍କଟ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂଆ ସମ୍ପତ୍ତି […]

zodaic

zodaic

Rakesh Mallick
  • Published: Monday, 06 November 2017
  • Updated: 06 November 2017, 07:43 AM IST

Sports

Latest News

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଳାଭବାନ ହେବ। ଯାନବାହାନ କିଣିବାର ଯୋଗ ରହିଛି।

ବୃଷ: ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ। ରାଜଯୋଗ ଥିବାରୁ ମନବାଞ୍ଛା ପୂରଣ ହେବ। ସନ୍ତାନ ଓ ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଆଜି ଦିନଟି ଆପଣଙ୍କ ଭଲରେ କଟିବ ନାହିଁ। ଥଣ୍ଡା, ଜ୍ୱର ପରି ବେମାରୀରୁ ବଞ୍ଚନ୍ତୁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ସ୍ୱାସ୍ଥ୍ୟର ଯତ୍ନ ନିୟନ୍ତୁ।

କର୍କଟ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂଆ ସମ୍ପତ୍ତି କିଣି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଆଜିର ଦିନଟି ଧାଁଦୌଡରେ କଟିବ। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ପିଲାମାନଙ୍କ କ୍ୟାରିୟରରେ ଉନ୍ନତି ଘଟିବ।

କନ୍ୟା: ଦୂରଯାତ୍ରାର କରିପାରନ୍ତି। କର୍ମକ୍ଷେତ୍ରରେ ସୁଧାର ଆସିବ। ଅଚାନକ ଧନପ୍ରାପ୍ତିର ଯୋଗ ରହିଛି।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଘରୁ କେଉଁଆଡେ ଗଲେ ମିଶ୍ରି ଖାଇ ବାହାରନ୍ତୁ।

ବିଚ୍ଛା: ଆଇନଗତ ମାମଲାରେ ବିଜୟୀ ହେବେ। ପାରିବାରିକ ସମସ୍ୟା ଦୂର ହେବ। ବିଦ୍ୟାର୍ଥି ହୁଅନ୍ତୁ ଅବା କର୍ମଜୀବୀ ବ୍ୟକ୍ତି ଆଶାନୁରୂପ ସଫଳତା ପାଇବେ।

ଧନୁ: ପ୍ରେମ ସମ୍ପର୍କରେ ଅଶାନ୍ତି ଲାଗି ରହିବ। ମାନସମ୍ମାନ ଉପରେ ଧ୍ୟାନ ଦିଅନ୍ତୁ। ଥଣ୍ଡା, ଜ୍ୱର ପରି ରୋଗରୁ ବଞ୍ଚିକି ରୁହନ୍ତୁ।

ମକର: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ବିବାହ ସମ୍ପର୍କୀତ ବିଷୟରେ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: କର୍ମକ୍ଷେତ୍ର ପରିବର୍ତ୍ତନ କରନ୍ତୁ  ନାହିଁ। ଯାହା ବି ନିଷ୍ପତ୍ତି ନେଉଛନ୍ତି, ଭାବିଚିନ୍ତି ନିଅନ୍ତୁ। ଅଳ୍ପ ବାସ୍ନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରନ୍ତୁ।

ମୀନ: ମାନସମ୍ମାନ ବଢିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଘର କାମରେ ବ୍ୟସ୍ତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos