ଗାଡ଼ି ନମ୍ବରରେ ଏହି ସଂଖ୍ୟାକୁ ସାମିଲ କରନ୍ତୁ: ଏହା ସମସ୍ତଙ୍କ ପାଇଁ ଶୁଭ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେବେଳେ ଆପଣମାନେ ନୂତନ ଯାନବାହନ କିଣନ୍ତି, କ&#039;ଣ ନମ୍ବର ରଖିବେ ସେନେଇ ଦ୍ୱନ୍ଦ୍ୱରେ ରୁହନ୍ତି। କେଉଁ ରଙ୍ଗର ନମ୍ବର ନେଲେ ଶୁଭହେବ ସେଥିପାଇଁ ଜ୍ୟୋତିଷଙ୍କୁ ପରାମର୍ଶ କରନ୍ତି। ଆପଣଙ୍କ ରାଶି ଅନୁସାରେ ଜ୍ୟୋତିଷ ଯେଉଁ ଅଙ୍କ କୁହନ୍ତି ସେଥିରେ ଗାଡ଼ି ନମ୍ବର ରଖିବାକୁ ଚେଷ୍ଟା କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏତେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ରାଶି ଯାହା ହେଉନା କାହିଁକି &#039;୯&#039;କୁ ସବୁବେଳେ ଗାଡ଼ିର ନମ୍ବରରେ ସାମିଲ୍&zwnj; କରନ୍ତୁ। ଏହି ସଂଖ୍ୟା ସମସ୍ତଙ୍କ ପାଇଁ ଶୁଭ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Saturday, 19 May 2018
  • Updated: 19 May 2018, 12:24 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେବେଳେ ଆପଣମାନେ ନୂତନ ଯାନବାହନ କିଣନ୍ତି, କ&#039;ଣ ନମ୍ବର ରଖିବେ ସେନେଇ ଦ୍ୱନ୍ଦ୍ୱରେ ରୁହନ୍ତି। କେଉଁ ରଙ୍ଗର ନମ୍ବର ନେଲେ ଶୁଭହେବ ସେଥିପାଇଁ ଜ୍ୟୋତିଷଙ୍କୁ ପରାମର୍ଶ କରନ୍ତି। ଆପଣଙ୍କ ରାଶି ଅନୁସାରେ ଜ୍ୟୋତିଷ ଯେଉଁ ଅଙ୍କ କୁହନ୍ତି ସେଥିରେ ଗାଡ଼ି ନମ୍ବର ରଖିବାକୁ ଚେଷ୍ଟା କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏତେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ରାଶି ଯାହା ହେଉନା କାହିଁକି &#039;୯&#039;କୁ ସବୁବେଳେ ଗାଡ଼ିର ନମ୍ବରରେ ସାମିଲ୍&zwnj; କରନ୍ତୁ। ଏହି ସଂଖ୍ୟା ସମସ୍ତଙ୍କ ପାଇଁ ଶୁଭ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos