୯ ଏପ୍ରିଲ,ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଭଗବାନ ଶିବଙ୍କୁ ପୂଜା କରିବେ

ମେଷ: ସୁସ୍ଥ ଅନୁଭବ କରିବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ: ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ। ଦାୟିତ୍ୱ ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବିବାହ ସ୍ଥିର ହୋଇପାରେ। ସନ୍ଧ୍ୟାରେ ଶୁଭ ଖବର ଶୁଣି ପାରନ୍ତି।

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ତୁଳା: ନୂତନ କାମ ଆରମ୍ଭ କରନ୍ତୁ ନାହିଁ। ପରିବାରରେ ବାଦ-ବିବାଦ ଦେଖା ଦେଇପାରେ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: ବ୍ୟସ୍ତତା ଭିତରେ ଦିନଟି କଟିବ।  ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଛୋଟ ଯାତ୍ରା କରିପାରନ୍ତି।

ଧନୁ:  କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ମକର: ଧନପ୍ରାପ୍ତିର ଯୋଗ ରହିଛି। ଘରେ ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

କୁମ୍ଭ: ଖର୍ଚ୍ଚ ବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭଗବାନ ଶିବଙ୍କୁ ପୂଜା କରନ୍ତୁ।

ମୀନ:  ପିଲାଙ୍କୁ ନେଇ ରହିଥିବା ଚିନ୍ତା ଦୂର ହେବ। ଘର ପାଇଁ କିଛି ନୂତନ ଜିନିଷ କିଣି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ।

Previous ArticleNext Article

Send this to a friend