ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କେମିତି ହୋଇଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମମାସ ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଜାଣି ହୁଏ। ଜନ୍ମମାସ ବ୍ୟକ୍ତିର କ୍ୟାରିୟରଠାରୁ ଆରମ୍ଭ କରି ତା’ର ସ୍ୱଭାବକୁ ପ୍ରଭାବିତ କରିଥାଏ। ଗତଥର ଆମେ ଆପଣଙ୍କୁ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ବିଷୟରେ ଜଣାଇଥିଲୁ ଆଜି ଆସନ୍ତୁ ଜାଣିବା ଏପ୍ରିଲ୍‌ରୁ ଜୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ୱଭାବ। ଅଧିକ ପଢନ୍ତୁ -ଜନ୍ମ ମାସ ଅନୁସାରେ ଏମିତି ହୋଇଥାଏ ବ୍ୟକ୍ତିଙ୍କ ସ୍ୱଭାବ   ଏପ୍ରିଲ୍: ଏହି ମାସରେ ଜନ୍ମ ହୋଇଥିବା […]

maxresdefault

maxresdefault

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 06:17 PM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମମାସ ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଜାଣି ହୁଏ। ଜନ୍ମମାସ ବ୍ୟକ୍ତିର କ୍ୟାରିୟରଠାରୁ ଆରମ୍ଭ କରି ତା'ର ସ୍ୱଭାବକୁ ପ୍ରଭାବିତ କରିଥାଏ। ଗତଥର ଆମେ ଆପଣଙ୍କୁ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ବିଷୟରେ ଜଣାଇଥିଲୁ ଆଜି ଆସନ୍ତୁ ଜାଣିବା ଏପ୍ରିଲ୍‌ରୁ ଜୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ୱଭାବ।

ଅଧିକ ପଢନ୍ତୁ -ଜନ୍ମ ମାସ ଅନୁସାରେ ଏମିତି ହୋଇଥାଏ ବ୍ୟକ୍ତିଙ୍କ ସ୍ୱଭାବ

ଏପ୍ରିଲ୍: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ୱଭାବରେ ଭାରି ଜିଦିଆ, ସ୍ୱାଭିମାନୀ ଓ ସହାନୁଭୁତି ସମ୍ପର୍ଣ୍ଣ ହୋଇଥାନ୍ତି। ଏମାନେ  ଖୁବ ସମ୍ବେଦନଶୀଳ ହେବା ସହିତ ଅନ୍ୟର ମନକଥାକୁ ସହଜରେ ବୁଝିପାରନ୍ତି। ଖୁବ ଭଲ ଦିଗ୍‌ଦର୍ଶକ ଓ ପରାମର୍ଶଦାତା ମଧ୍ୟ ହୋଇଥାନ୍ତି। କାହାକୁ ସହଜରେ ବୁଝାଇ ପାରିବାର ଶକ୍ତି ଏମାନଙ୍କ ପାଖରେ ରହିଥାଏ। ଏପ୍ରିଲ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଭୟ ଲାଗେନାହିଁ। ଏମାନେ ସବୁ ପରିସ୍ଥିତିର ସାମ୍ନା କରି ନିଜ ପାଇଁ ସ୍ଥାନ ତିଆରି କରିପାରନ୍ତି। ଏମାନଙ୍କଠାରେ ଜନ୍ମରୁ ନେତୃତ୍ୱ ନେବାର ଲକ୍ଷଣ ରହିଥାଏ। ଏପ୍ରିଲ୍‌ରେ ଜନ୍ମତି ବ୍ୟକ୍ତି  ସ୍ୱଭାବରେ ବେଶ୍ ସକ୍ରିୟ । କିନ୍ତୁ ଅନେକ ସମୟରେ ନିଜେ କରିଥିବା କାର୍ଯ୍ୟ ପାଇଁ ଏମାନେ ପଶ୍ଚାତାପ କରିଥାନ୍ତି। ଏମାନେ ମାନସିକ ସ୍ତରରେ ଖୁବ ମଜବୁତ ହେବା ସହିତ ଅତି ଦରଦି ସମ୍ପର୍ଣ୍ଣ ହୋଇଥାନ୍ତି। ଏମାନେ ସହଜରେ ପ୍ରେମରେ ପଡ଼ନ୍ତି ନାହିଁ। ଆଉ ଥରେ ପ୍ରେମରେ ପଡ଼ିଲେ ସାରାଜୀବନ ତାଙ୍କ ସହିତ ରହିବାକୁ ପସନ୍ଦ କରନ୍ତି। ଦରକାର ପଡ଼ିଲେ ସେମାନଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ।

ମେ: ଏମାନେ ନିଜର ବାକ୍‌ ସ୍ୱାଧୀନତାକୁ ଅଧିକ ଧ୍ୟାନ ଦିଅନ୍ତି। ଖୁବ୍ ଭଲ କଳାକାର ହୋଇଥାନ୍ତି। ଉଚ୍ଚପଦାଧିକାରୀଙ୍କ ପାଇଁ ମନରେ ସମ୍ମାନ ଥାଏ। ଜୀବନରେ ସାଙ୍ଗମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ଅଧିକ ସମୟ ସାମାଜିକ କାର୍ଯ୍ୟରେ ବିତାନ୍ତି ଓ ଖର୍ଚ୍ଚି ହୋଇଥାନ୍ତି। ମେ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜିଦିଆ, କଠୋର ଓ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଦୃଢ଼ ଇଚ୍ଛାଶକ୍ତି ସହିତ ଏମାନେ ଖୁବ୍‌ଶୀଘ୍ର ଅନ୍ୟର କଥାରେ ପରିବର୍ତ୍ତନ ହୋଇଯାଆନ୍ତି। ସୁଖ ଶାନ୍ତିରେ ଜୀବନ କାଟିବାକୁ ପସନ୍ଦ କରନ୍ତି। କଳ୍ପନାଶୀଳ ଓ ବୁଝିବାର ବ୍ୟକ୍ତି ହୋଇଥାନ୍ତି। ଏମାନେ ଭ୍ରମଣକୁ ପସନ୍ଦ କରନ୍ତି। ବୈଜ୍ଞାନିକଙ୍କ ଅନୁସାରେ ଏମାନେ ମଧୂମେହ ଓ ଗ୍ଲୁକୋମା ରୋଗରେ ପୀଡ଼ିତ ହୁଅନ୍ତି।

ଜୁନ: ଏମାନେ ଖୁବ ଆବେଗାତ୍ମକ ହେବା ସହିତ ଈର୍ଷାପରାୟଣ ହୋଇଥାନ୍ତି। ଏଥିପାଇଁ ଏମାନଙ୍କ ପ୍ରେମ ଜୀବନ ଜଟିଳ ହୋଇଥାଏ। ଅଧିକ ଗପସପ କରିବାକୁ ପସନ୍ଦ କରନ୍ତି। ପରିବାରକୁ ଅଧିକ ଭଲ ପାଆନ୍ତି ଓ ଉଦାର ହୃଦୟ ହୋଇଥାନ୍ତି। ଏମାନଙ୍କ ବିଚାର ଶୈଳୀ ଖୁବ ଉତ୍ତମ ହୋଇଥାଏ। ଅନ୍ୟର ଉଦରତା ଦେଖି ପ୍ରଭାବିତ ହେବା ସହିତ ଏମାନଙ୍କର ଅନେକ ଆଇଡିଆ ମଧ୍ୟ ଥାଏ। ସବୁବେଳେ ସବୁଜିନିଷରେ ଭଲ ଖୋଜନ୍ତି। ଖଟି, ହସଖୁସିରେ ଦିନ ବିତାଇବାକୁ ପସନ୍ଦ କରନ୍ତି। ଏମାନଙ୍କ ବନ୍ଧୁତ୍ୱ ବେଶି ସମୟ ରହେ ନାହିଁ। ନିଜ ସମ୍ମାନ ପ୍ରତି ସତର୍କ ରୁହନ୍ତି। ଏମାନଙ୍କଠାରେ ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ରୋଗ ଦେଖାଯାଇଥାଏ।

ଆଜି ଆମେ ଏପ୍ରିଲ ମାସଠାରୁ ଜୁନ ମାସ ପର୍ଯ୍ୟନ୍ତ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିଲେ। ଅନ୍ୟମାସଗୁଡ଼ିକ ବିଷୟରେ ଜାଣିବା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story