ବାସ୍ତୁ ଦୋଷ ଦୂର କରେ ତୁଳସୀ, ଜାଣନ୍ତୁ କିପରି

ଘରେ ରହୁଥିବା ସଦସ୍ୟ ସବୁବେଳେ ରୋଗରେ ପଡୁଛନ୍ତି କି? କୌଣସି କାର୍ଯ୍ୟରେ ସହଜର ସଫଳତା ମିଳିପାରୁନହିଁ। ଏଥିସହିତ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଛି। ଯଦି ଆପଣ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ କରୁଛନ୍ତି ତେବେ ଏହାର କାରଣ ଘରର ବାସ୍ତୁ ଦୋଷ ହୋଇପାରେ। ତେବେ ଆସନ୍ତୁ ଜାଣିବା  ଏହି ସମସ୍ୟାର ସମାଧାନ ପାଇଁ କିଛି କିଛି ଖାସ୍‌ ଉପାୟ । ୧. ଯଦି ଘରେ କୌଣସି ବାସ୍ତୁ ଦୋଷ ରହିଛି ତେବେ ଛାତ ଉପରେ ଏକ […]

Body-mind-soul-tulsi-plant-THS-1-655x353 (1)

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 08:29 AM IST

Sports

Latest News

ଘରେ ରହୁଥିବା ସଦସ୍ୟ ସବୁବେଳେ ରୋଗରେ ପଡୁଛନ୍ତି କି? କୌଣସି କାର୍ଯ୍ୟରେ ସହଜର ସଫଳତା ମିଳିପାରୁନହିଁ। ଏଥିସହିତ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଛି। ଯଦି ଆପଣ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ କରୁଛନ୍ତି ତେବେ ଏହାର କାରଣ ଘରର ବାସ୍ତୁ ଦୋଷ ହୋଇପାରେ। ତେବେ ଆସନ୍ତୁ ଜାଣିବା  ଏହି ସମସ୍ୟାର ସମାଧାନ ପାଇଁ କିଛି କିଛି ଖାସ୍‌ ଉପାୟ ।

୧. ଯଦି ଘରେ କୌଣସି ବାସ୍ତୁ ଦୋଷ ରହିଛି ତେବେ ଛାତ ଉପରେ ଏକ ତୁଳସୀ ଗଛର କୁଣ୍ଡ ରଖନ୍ତୁ। ଏପରି କଲେ ଅନେକ ପ୍ରକାର ବାସ୍ତୁ ସମସ୍ୟାର ମୁକ୍ତି ମିଳିଥାଏ। ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ  ସନ୍ଧ୍ୟା ଦିଅନ୍ତୁ ଘରେ ସକାରାତ୍ମକ ଶକ୍ତିର ସଂଚାର ହେବ।

୨. ତୁଳସୀ ମୂଳରେ ଜଳ ଅର୍ପଣ କରନ୍ତୁ। ସନ୍ଧ୍ୟାରେ ଘିଅ ଦୀପ ଦାନ କରି ୧୦୮ ଥର ଓଁ ନମୋ ଭଗବତେ ବାସୁ ଦେବାୟ ମନ୍ତ୍ର ଜପ କରନ୍ତୁ।

୩. ଘରର ମୁଖ୍ୟ ଦ୍ୱାରରେ ଭିତରେ କିମ୍ବା ବାହାର ଆଡକୁ ଗଣେଶଙ୍କ ଦୁଇଟି ମୂର୍ତ୍ତି ରଖନ୍ତୁ। ଧ୍ୟାନ ଦେବେ ଗଣେଶଙ୍କ ମୂର୍ତ୍ତି ଯେପରି ଦୁଇ ଆଡକୁ ପିଠି କରିକି ରହିବ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ।

୪. ଠାକୁରଘରେ କୌଣସି ଦେବୀ-ଦେବତାଙ୍କ ଏକରୁ ଅଧିକ ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ।

୫. ଘରେ ଅଦରକାରୀ ଜିନିଷ, ଭଙ୍ଗା ଜିନିଷ, ଅଳିଆ ଆବର୍ଜନା ରଖନ୍ତୁ ନାହିଁ। ଏହା ଘରେ ବାସ୍ତୁ ଦୋଷ ବଢାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story