ଘରେ ବସି ଡାଉନ୍‌ଲୋଡ୍ କରନ୍ତୁ ଆଧାରକାର୍ଡ

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ପାଇଁ ଏବେ ଆଧାରକାର୍ଡ ଏକ ଆବଶ୍ୟକୀୟ ପ୍ରମାଣପତ୍ର ହୋଇଛି। କାରଣ କେତେକ ସରକାରୀ ସେବା ପାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣଙ୍କର ଆଧାରକାର୍ଡ ତିଆରି ହୋଇ ସାରିଛି, କିନ୍ତୁ ପାଖରେ ଆଧାରକାର୍ଡର ପ୍ରିଣ୍ଟ ନାହିଁ, ତେବେ ଏଥିପାଇଁ ଆପଣଙ୍କୁ ବାରମ୍ବାର ଅଫିସ ଯିବାକୁ ପଡ଼ିବ ନାହିଁ। ଆପଣ ନିଜେ ଚାହିଁଲେ ଘରେ ବସି ଆଧାରକାର୍ଡ ଡାଉନ୍‌ଲୋଡ କରିପାରିବେ। ଏହା କିପରି କରିବେ ଆସନ୍ତୁ ଜାଣିବା। ପ୍ରଥମେ uidai.gov.in କୁ ଯାଆନ୍ତୁ। […]

aadhaarffq (1)

aadhaarffq (1)

Rakesh Mallick
  • Published: Friday, 16 March 2018
  • Updated: 16 March 2018, 10:33 PM IST

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ପାଇଁ ଏବେ ଆଧାରକାର୍ଡ ଏକ ଆବଶ୍ୟକୀୟ ପ୍ରମାଣପତ୍ର ହୋଇଛି। କାରଣ କେତେକ ସରକାରୀ ସେବା ପାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣଙ୍କର ଆଧାରକାର୍ଡ ତିଆରି ହୋଇ ସାରିଛି, କିନ୍ତୁ ପାଖରେ ଆଧାରକାର୍ଡର ପ୍ରିଣ୍ଟ ନାହିଁ, ତେବେ ଏଥିପାଇଁ ଆପଣଙ୍କୁ ବାରମ୍ବାର ଅଫିସ ଯିବାକୁ ପଡ଼ିବ ନାହିଁ। ଆପଣ ନିଜେ ଚାହିଁଲେ ଘରେ ବସି ଆଧାରକାର୍ଡ ଡାଉନ୍‌ଲୋଡ କରିପାରିବେ। ଏହା କିପରି କରିବେ ଆସନ୍ତୁ ଜାଣିବା।

ପ୍ରଥମେ uidai.gov.in କୁ ଯାଆନ୍ତୁ। ଏଠାରେ ଡାହାଣ ପଟେ ଥିବା Download Aadhaar Card ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଏକ ନୂଆ ପେଜ୍‌ ଖୋଲିବ। ସେଠାରେ ନିର୍ଦ୍ଦେଶ ମୁତାବକ ସୂଚନା ଦେବାକୁ ପଡ଼ିବ। ଆଧାର ନମ୍ବର, ନିଜ ନାଁ, ପିନ୍‌କୋଡ୍ ଏବଂ ସିକ୍ୟୁରିଟି କୋଡ୍ ବି ଦେବାକୁ ହେବ। ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‌ ନମ୍ବରେ ଏକ ଓଟିପି ନମ୍ବର ଆସିବ। ଏହି ଓଟିପି ନମ୍ବରକୁ ଉଚିତ୍ ସ୍ଥାନରେ ପୂରଣ କରନ୍ତୁ।  ଏହାପରେ ଆପଣଙ୍କ ଆଧାରକାର୍ଡ ଆପଣଙ୍କ କମ୍ପ୍ୟୁଟରରେ ଡାଉନଲୋଡ ହୋଇଯିବ।

କମ୍ପ୍ୟୁଟରରେ ଡାଉନଲୋଡ୍‌ ହେବା ପରେ ଏହାକୁ ଖୋଲିବା ପାଇଁ ନିଜ ନାଁକୁ କ୍ୟାପିଟାଲ୍ ଅକ୍ଷରରେ ଲେଖିବାକୁ ପଡ଼ିବ। ଏଥିସହିତ ପାସୱାର୍ଡ ହିସାବରେ ନିଜ ଜନ୍ମ ବର୍ଷର ଚାରୋଟି ଅଙ୍କ ଟାଇପ୍‌ କଲେ ଆପଣଙ୍କ ଆଧାରକାର୍ଡ ଖୋଲିଯିବ। ଏବେ ଆପଣ ଏହାର ପ୍ରିଣ୍ଟ କାଢ଼ି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story