ଏମିତି ବି ଆସେ ମୃତ୍ୟୁ:ଖୁସିରେ ଷ୍ଟେଜ୍‌କୁ ନାଚି ନାଚି ଯାଉଥିଲେ, ଟଳି ପଡ଼ିଲେ

ପୁନେ: ମୃତ୍ୟୁ କେତେବେଳେ, କେଉଁଠି ଓ କେବେ ମଧ୍ୟ ଆସିପାରେ। ସେ ସମ୍ପର୍କରେ କାହା ପାଖରେ ସୂଚନା ନଥାଏ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୁମ୍ୱାଇ ସହରର ବାନ୍ଦ୍ରା ଅଞ୍ଚଳରେ। ୫୩ ବର୍ଷୀୟ ବିଷ୍ଣୁ ଚନ୍ଦ୍ର ଦୁଦନାଥ ପାଣ୍ଡେ ଆନନ୍ଦରେ ନୃତ୍ୟ କରୁଥିବା ସମୟରେ ହଠାତ୍ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପାଣ୍ଡେ ଏକ କମ୍ପାନୀରେ ଚାକିରି କରୁଥିଲେ। କମ୍ପାନୀର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ସେ ତାଙ୍କର କିଛି ସହଯୋଗୀଙ୍କ ସହ ଆଗ୍ରା ଯାଇଥିଲେ। […]

pandey

pandey

Rakesh Mallick
  • Published: Tuesday, 03 April 2018
  • Updated: 03 April 2018, 02:56 PM IST

ପୁନେ: ମୃତ୍ୟୁ କେତେବେଳେ, କେଉଁଠି ଓ କେବେ ମଧ୍ୟ ଆସିପାରେ। ସେ ସମ୍ପର୍କରେ କାହା ପାଖରେ ସୂଚନା ନଥାଏ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୁମ୍ୱାଇ ସହରର ବାନ୍ଦ୍ରା ଅଞ୍ଚଳରେ। ୫୩ ବର୍ଷୀୟ ବିଷ୍ଣୁ ଚନ୍ଦ୍ର ଦୁଦନାଥ ପାଣ୍ଡେ ଆନନ୍ଦରେ ନୃତ୍ୟ କରୁଥିବା ସମୟରେ ହଠାତ୍ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ପାଣ୍ଡେ ଏକ କମ୍ପାନୀରେ ଚାକିରି କରୁଥିଲେ। କମ୍ପାନୀର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ସେ ତାଙ୍କର କିଛି ସହଯୋଗୀଙ୍କ ସହ ଆଗ୍ରା ଯାଇଥିଲେ। ଭଲ କାମ ପାଇଁ ତାଙ୍କୁ ସେଠାରେ କମ୍ପାନୀ ପକ୍ଷରୁ ଗୋଲ୍ଡ ମେଡାଲ ଦେବାକୁ  ଘୋଷଣା କରାଯାଇଥିଲା। ତାଙ୍କ ନାଁ ଘୋଷଣା ହେବା କ୍ଷଣି ସେ ନାଚି ନାଚି ଖୁସି ମନରେ ମଞ୍ଚ ଉପରକୁ ଯାଇଥିଲେ। ହଠାତ୍ କଣ ହେଲା କେଜାଣି ହେଲେ ସେଠାରେ ସେ ହଠାତ୍ ପଡ଼ି ଯାଇଥିଲେ। ଆଉ ସେ ସେଠାରୁ ଉଠି ପାରି ନଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ ଘଟିଥିବା ପରେ ଡାକ୍ତର ସ୍ପଷ୍ଟ କହିଥିଲେ।

ସେହିପରି ଆଉ ଏକ ସମାନ ଧରଣର ଘଟଣା ଘଟିଛି ମହାରାଷ୍ଟ୍ରର ପୁନେ ଅଞ୍ଚଳରେ। ଜଣେ ବାଳକ ଖେଳିବା ସମୟରେ ହଠାତ୍ ତାଙ୍କ ଜୀବନ ଚାଲି ଯାଇଛି। ଘଟଣା ଘଟିଛି ପୁନେ ନିକଟସ୍ଥ ଶିକାପୁର ତହସିଲ ଅନ୍ତର୍ଗତ ପିମ୍ପଲେ ଜଗତାପ ଗାଁରେ। ନବୋଦୟ ବିଦ୍ୟାଳୟର ଛାତ୍ର ୧୪ ବର୍ଷୀୟ ଗୌରବ ବେତାଲ କବାଡି ଖେଳିବା ସମୟରେ  ହଠାତ୍ ପଡ଼ି ଯାଇଥିଲା। ଏହାପରେ ତା ନାକରୁ ରକ୍ତ ବାହାରିଥିଲା। ତାକୁ ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story