ଏୟାରଟେଲ୍‌ ଆଣିଲା ନୂଆ ଅଫର : ୨୪୯ରେ ମିଳିବ ଦୈନିକ ୨ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ। ଏୟାରଟେଲ କମ୍ପାନୀ ପକ୍ଷରୁ ନୂଆ ୨୪୯ ଟଙ୍କିଆର ପ୍ଲାନ ଲଞ୍ଚ କରାଯାଇଛି। ଏହାସହ ୩୪୯ ଟଙ୍କିଆ ପ୍ଲାନରେ କିଛି ପରିବର୍ତ୍ତନ କରାଯାଇଛି। ୨୪୯ ଟଙ୍କିଆ ପ୍ଲାନ୍‌ର ଖାସ୍‌ କଥା ହେଉଛି ଏଥିରେ ଦୈନିକ ୨ଜିବି ଡାଟା ମିଳିବା ସହ ଏହାର ଭ୍ୟାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିବ। ସେହିପରି ୩୪୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨.୫ ଜିବି ଡାଟା ବଦଳରେ ୩ଜିବି ଡାଟାର ସୁବିଧା ମିଳିବ। ୩୪୯ଟଙ୍କିଆ ପ୍ଲାନରେ […]

airtel-4g

airtel-4g

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 06:17 PM IST

Sports

Latest News

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ। ଏୟାରଟେଲ କମ୍ପାନୀ ପକ୍ଷରୁ ନୂଆ ୨୪୯ ଟଙ୍କିଆର ପ୍ଲାନ ଲଞ୍ଚ କରାଯାଇଛି। ଏହାସହ ୩୪୯ ଟଙ୍କିଆ ପ୍ଲାନରେ କିଛି ପରିବର୍ତ୍ତନ କରାଯାଇଛି। ୨୪୯ ଟଙ୍କିଆ ପ୍ଲାନ୍‌ର ଖାସ୍‌ କଥା ହେଉଛି ଏଥିରେ ଦୈନିକ ୨ଜିବି ଡାଟା ମିଳିବା ସହ ଏହାର ଭ୍ୟାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିବ। ସେହିପରି ୩୪୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨.୫ ଜିବି ଡାଟା ବଦଳରେ ୩ଜିବି ଡାଟାର ସୁବିଧା ମିଳିବ।

୩୪୯ଟଙ୍କିଆ ପ୍ଲାନରେ ପୂର୍ବରୁ ୨୮ଦିନର ଭ୍ୟାଲିଡିଟି ସହ ୭୦ ଜିବି ଡାଟା ସହ ଉପଲବ୍ଧ ହେଉଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ୮୪ ଜିବି ଦୈନିକ ୪ଜି ଡାଟା ଗ୍ରାହକଙ୍କୁ ମିଳିବ। ତା’ସହ ଅନ୍‌ଲିମିଟେଡ୍‌ କଲ୍‌ ସହ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story