ଅଲ୍ ଇଣ୍ଡିଆ ପ୍ରି-ମେଡିକାଲ୍ ଟେଷ୍ଟ୍ ଶେଷ

ଭୁବନେଶ୍ୱର: ସରିଲା ଅଲ୍ ଇଣ୍ଡିଆ ପ୍ରି-ମେଡିକାଲ୍ ଟେଷ୍ଟ। ଓଡ଼ିଶାରୁ ପରୀକ୍ଷାର୍ଥୀଙ୍କ ସଖ୍ୟା ରହିଥିଲା ୩୭ ହଜାର। କେବଳ ଭୁବନେଶ୍ୱରରେ ୩୩ଟି ସେଣ୍ଟର କରାଯାଇଥିଲା। ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ୪ଟି ଲେଖାଏଁ ସେଣ୍ଟର ହୋଇଥିଲା। ପରୀକ୍ଷା ପାଇଁ ଏଥର କଡ଼ା ବ୍ୟବସ୍ଥା କରାଯାଇଥିଲା। ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର ଲାଗିବା ସହ ମୋବାଇଲ୍ ଫେ।ନ୍, ହାତଘଣ୍ଟା, ଇୟର୍ ରିଂ, ଜୋତା, ବଡ଼ ବୋତାମ୍ ଥିବା ସାର୍ଟ ପିନ୍ଧିବା ଉପରେ ସିବିଏସସି ପକ୍ଷରୁ କଟକଣା ଜାରି ହୋଇଥିଲା। ପିଲାମାନେ ପରୀକ୍ଷା […]

students

students

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 07:51 AM IST

Sports

Latest News

ଭୁବନେଶ୍ୱର: ସରିଲା ଅଲ୍ ଇଣ୍ଡିଆ ପ୍ରି-ମେଡିକାଲ୍ ଟେଷ୍ଟ। ଓଡ଼ିଶାରୁ ପରୀକ୍ଷାର୍ଥୀଙ୍କ ସଖ୍ୟା ରହିଥିଲା ୩୭ ହଜାର। କେବଳ ଭୁବନେଶ୍ୱରରେ ୩୩ଟି ସେଣ୍ଟର କରାଯାଇଥିଲା। ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ୪ଟି ଲେଖାଏଁ ସେଣ୍ଟର ହୋଇଥିଲା। ପରୀକ୍ଷା ପାଇଁ ଏଥର କଡ଼ା ବ୍ୟବସ୍ଥା କରାଯାଇଥିଲା। ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର ଲାଗିବା ସହ ମୋବାଇଲ୍ ଫେ।ନ୍, ହାତଘଣ୍ଟା, ଇୟର୍ ରିଂ, ଜୋତା, ବଡ଼ ବୋତାମ୍ ଥିବା ସାର୍ଟ ପିନ୍ଧିବା ଉପରେ ସିବିଏସସି ପକ୍ଷରୁ କଟକଣା ଜାରି ହୋଇଥିଲା। ପିଲାମାନେ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା

ଗତ ମେ’ ୩ ତାରିଖରେ ଏହି ପରୀକ୍ଷା ହୋଇଥିଲା। ତେବେ ଏଥିରେ ହରିୟାଣାରେ ଆନସାର୍ କି ଲିକ୍ ହୋଇଥିବା ନେଇ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ଏହି ପରୀକ୍ଷାକୁ ରଦ୍ଦ କରି ଦେଇଥିଲେ। ତା’ପୂର୍ବରୁ ସିବିଏସ୍ଇ ଜୁନ୍ ୫ରେ ରେଜଲଟ୍ ପ୍ରକାଶ କରିବାକୁ ତାରିଖ ଧାର୍ଯ୍ୟ କରିଥିଲା। କିନ୍ତୁ ଅଭିଯୋଗ ପାଇବା ପରେ ଜୁନ୍ ୧୦ ପୂର୍ବରୁ ଫଳ ପ୍ରକାଶ ନକରିବାକୁ କୋର୍ଟ ସିବିଏସ୍ଇକୁ କହିବା ସହ ଜୁନ୍ ୧୫ ତାରିଖରେ ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥିରେ ସିବିଏସଇ କର୍ତ୍ତୃପକ୍ଷ ଅସାମର୍ଥ୍ୟ ପ୍ରକାଶ କରିବା ପରେ ସୁପ୍ରିମକୋର୍ଟ ଅଧିକ ସମୟ ଦେଇଥିଲେ। ଏଥର ପରୀକ୍ଷା ପାଇଁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର ଲାଗିବା ସହ ମୋବାଇଲ୍ ଫୋନ୍, ହାତଘଣ୍ଟା, ଇୟରରିଂ, ଜୋତା, ବଡ଼ ବୋତାମ୍ ଥିବା ସାର୍ଟ ପିନ୍ଧିବା ଉପରେ କଟକଣା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story