ଚିଦାମ୍ବରମଙ୍କ ସହ ବିଜିନେସ୍ ଲିଙ୍କ୍ ଅଭିଯୋଗର ଉତ୍ତର ରଖିଲା ବୈଜୟନ୍ତଙ୍କ ଅଫିସ୍: କହିଲା, ତୃତୀୟ ମହଲା ବ୍ୟୁରୋକ୍ରାଟ୍‌ଙ୍କ ପାଇଁ ଅଜିତ ସାଜିଛନ୍ତି ଭଡ଼ା ବନ୍ଧୁକ

ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଆଣିଥିବା ଅଭିଯୋଗ ହାସ୍ୟାସ୍ପଦ। ଆଜି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଏହି ମର୍ମରେ ଉତ୍ତର ଦିଆଯାଇଛି। କୁହାଯାଇଛି- ଯୋଗୀଙ୍କ ଭଳି ଜଣେ ସମ୍ମାନସ୍ପଦ ରାଜନେତା କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲାଗି ଭଡ଼ାରେ ଆସିଥିବା ବନ୍ଧୁକ ଭଳି ଆଚରଣ ଦେଖାଇବା ଦୁଃଖଦାୟକ। ତେବେ ତୃତୀୟ ମହଲାର ଜଣେ ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କ ପ୍ରରୋଚନାରେ ଏହା କରାଯାଇଥିବା ବୈଜୟନ୍ତ କାର୍ଯ୍ୟାଳୟ ତରଫରୁ ଅଭିଯୋଗ କରାଯାଇଛି। ସାଂସଦ […]

chiddi

chiddi

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 08:29 PM IST

Sports

Latest News

ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଆଣିଥିବା ଅଭିଯୋଗ ହାସ୍ୟାସ୍ପଦ। ଆଜି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଏହି ମର୍ମରେ ଉତ୍ତର ଦିଆଯାଇଛି। କୁହାଯାଇଛି- ଯୋଗୀଙ୍କ ଭଳି ଜଣେ ସମ୍ମାନସ୍ପଦ ରାଜନେତା କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲାଗି ଭଡ଼ାରେ ଆସିଥିବା ବନ୍ଧୁକ ଭଳି ଆଚରଣ ଦେଖାଇବା ଦୁଃଖଦାୟକ। ତେବେ ତୃତୀୟ ମହଲାର ଜଣେ ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କ ପ୍ରରୋଚନାରେ ଏହା କରାଯାଇଥିବା ବୈଜୟନ୍ତ କାର୍ଯ୍ୟାଳୟ ତରଫରୁ ଅଭିଯୋଗ କରାଯାଇଛି।

ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ମଧ୍ୟରେ ବିଜିନେସ୍ ଲିଙ୍କ୍ ଥିବା ଗତକାଲି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଅଭିଯୋଗ ଆଣିଥିଲେ। ଏ ନେଇ ବୈଜୟନ୍ତ କାର୍ଯ୍ୟାଳୟଙ୍କ ତରଫରୁ ଜବାବରେ କୁହାଯାଇଛି- ପଣ୍ଡା ପରିବାର ନାଁରେ ଥିବା କମ୍ପାନୀରେ ଚିଦାମ୍ବର ଜଣେ ଆଇନ ପରାମର୍ଶଦାତା ଭାବେ କାମ କରିଥିଲେ। ତେବେ କାର୍ତ୍ତି ଚିଦାମ୍ବରମଙ୍କ ସହ କୌଣସି ବିଜିନେସ୍ ଲିଙ୍କକୁ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ଦୃଢ ଭାବେ ଖଣ୍ଡନ କରାଯାଇଛି।

ଚିଦାମ୍ବରମଙ୍କ ପତ୍ନୀଙ୍କ ନାଁରେ ଇମ୍ଫା କମ୍ପାନୀରେ ସେୟାର ଥିବା ନେଇ ଅଭିଯୋଗର, ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ଏହା ଏକ ପବ୍ଲିକ କମ୍ପାନୀ। ଯେ କେହି ବି ଏଥିରୁ ସେୟାର କିଣି ପାରିବେ। ଅନ୍ୟପକ୍ଷରେ ଯୋଗୀ ଜଣେ ବରିଷ୍ଠ ରାଜନେତା ହୋଇ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପାଇଁ ଭଡାରେ ଆସିଥିବା ବନ୍ଧୁକ ଭଳି ଆଚରଣ ପ୍ରଦର୍ଶନ କରିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତ କରୁଥିବା ଓଡ଼ିଶା କ୍ୟାଡରର ଜଣେ ବ୍ୟୁରୋକ୍ରାଟଙ୍କ ପ୍ରରୋଚନାରେ ଏହା କରାଯାଇଥିବା ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ଅଭିଯୋଗ କରାଯାଇଛି। ସାଂସଦ ପଣ୍ଡା ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଥିଲେ।

ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ କହିଛନ୍ତି- “ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଂସଦଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ । ଏହା ସାଂସଦଙ୍କ ବିରୋଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର।”

ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳୀୟ ମୁଖପାତ୍ର କହିଛନ୍ତି- ଅଭିଯୋଗରେ ବାସ୍ତବତା ରହିଛି ନା ନାହିଁ ମୁଖ୍ୟମନ୍ତ୍ରୀ ତାହା ବିଚାର କରିବେ।

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ଅଭିଯୋଗ ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ କଣ ସତ୍ୟାସତ୍ୟ ରହିଛି ତାହା ଉପରେ ଦଳର ସଭାପତି ବିଚାର କରିବେ।”

ଏପରି ଅଭିଯୋଗ ସଂପର୍କରେ ନେଇ ବିଜେପି ଓ କଂଗ୍ରେସ ମଧ୍ୟ ମତ ରଖିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି- “ଅଜିତ ଯୋଗୀ କଂଗ୍ରେସରେ ଥିବାବେଳେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାଛଡ଼ା ବହୁ ଉଚ୍ଚପଦରେ ରହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ସମୟରେ ଏହି ଅନିୟମିତତା ହୋଇଥିଲା ସେତେବେଳେ ସେ କଣ କରୁଥିଲେ? ଏବେ ସେ କଂଗ୍ରେସ ଛାଡ଼ି ସାରିଲେଣି। ଏପରି ଅଭିଯୋଗ ଆଣିବାର କଣ ଉଦ୍ଦେଶ୍ୟ ରହିଛି।”

ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି- “ସାଂସଦଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ କରାଯାଇ ସତ୍ୟାସତ୍ୟ ବାହାରିବା ଦରକାର।”

ବୈଜୟନ୍ତଙ୍କ ଅରଟେଲ୍ କମ୍ପାନୀ ଲାଗି ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋଶନ ବୋର୍ଡ (FIPB) ଅନୁମୋଦନ ହାସଲରେ ଚିଦାମ୍ବରମ୍ ସହଯୋଗ କରିଥିବା ଅଭିଯୋଗ ଆଣିଥିଲେ ଅଜିତ୍ ଯୋଗୀ। ସେହିପରି ଚିଦାମ୍ବରମ୍ୱରଙ୍କ ପତ୍ନୀ ନଳିନୀ, ବୈଜୟନ୍ତଙ୍କ ପରିବାରର କମ୍ପାନୀ ଇମ୍ଫାରେ ସେୟାର ହୋଲଡର ଥିବା ସେ କହିଥିଲେ। ଅନ୍ୟପକ୍ଷରେ ବାଜପେୟୀ ସରକାର ଅମଳରେ ଇମ୍ଫାକୁ ୨୩୦୦ କୋଟି ଟଙ୍କାର ଋଣ ଛାଡ଼ ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏହି ମାମଲାରେ ଚିଦାମ୍ବରମ ଓକିଲାତି କରିଥିବାରୁ ବୈଜୟନ୍ତ ଓ ଚିଦାମ୍ବରମ ପରିବାର ମଧ୍ୟରେ ବିଜିନେସ୍ ଲିଙ୍କ୍‌ ଥିବା ଯୋଗୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story