କେଉଁ ଭାରତୀୟ ରାଣୀଙ୍କୁ 'ଓଲି' ଡାକୁଥିଲେ ଜାତିର ଜନକ ମହାତ୍ମା ଗାନ୍ଧି

ପଞ୍ଜାବର କପୁରତାଲା ରାଜା, ହରନାମ ସିଂହଙ୍କ ଝିଅ ଅମୃତ କୌର। ଜନ୍ମ ହୋଇଥିଲା ୧୮୮୯ମସିହା ଫେବୃଆରି ୨ତାରିଖରେ। ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ସ୍ୱାସ୍ଥ୍ୟ ମନ୍ତ୍ରୀ। ଦୀର୍ଘ ଦଶ ବର୍ଷ ପର୍ଯ୍ୟନ୍ତ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଥିଲେ। ମହାତ୍ମା ଗାନ୍ଧିଙ୍କର ସେ ଅତି ଘନିଷ୍ଠ ଓ ଅନ୍ତରଙ୍ଗ। ବିଦେଶରେ ପାଠପଢା ସାରିବା ପରେ ସେ ଭାରତ ଆସି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ରାଜକୁମାରୀ ହେବା ସତ୍ୱେ ତାଙ୍କ ଜୀବନଶୈଳୀ ସେତେଟା ରାଜକୀୟ ନଥିଲା। ସେ […]

gandhi img

gandhi img

Rakesh Mallick
  • Published: Friday, 02 February 2018
  • Updated: 02 February 2018, 10:31 PM IST

Sports

Latest News

ପଞ୍ଜାବର କପୁରତାଲା ରାଜା, ହରନାମ ସିଂହଙ୍କ ଝିଅ ଅମୃତ କୌର। ଜନ୍ମ ହୋଇଥିଲା ୧୮୮୯ମସିହା ଫେବୃଆରି ୨ତାରିଖରେ। ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ସ୍ୱାସ୍ଥ୍ୟ ମନ୍ତ୍ରୀ। ଦୀର୍ଘ ଦଶ ବର୍ଷ ପର୍ଯ୍ୟନ୍ତ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଥିଲେ। ମହାତ୍ମା ଗାନ୍ଧିଙ୍କର ସେ ଅତି ଘନିଷ୍ଠ ଓ ଅନ୍ତରଙ୍ଗ। ବିଦେଶରେ ପାଠପଢା ସାରିବା ପରେ ସେ ଭାରତ ଆସି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ରାଜକୁମାରୀ ହେବା ସତ୍ୱେ ତାଙ୍କ ଜୀବନଶୈଳୀ ସେତେଟା ରାଜକୀୟ ନଥିଲା। ସେ ଏକ ସାଧାରଣ ଜୀବନ ଅତିବାହିତ କିରିବାକୁ ଭଲ ପାଉଥିଲେ। ସାଧାରଣ ଲୋକଙ୍କ ସହ ମିଳାମିଶା କରିବା ଓ  ସେମାନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ସେ ସର୍ବଦା ଚେଷ୍ଟା କରୁଥିଲେ। ଆଜି ତାଙ୍କର ଜନ୍ମଦିବସ। ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।

ଗାନ୍ଧି ଡାକୁଥିଲେ 'ଓଲି'

ମହାତ୍ମା ଗାନ୍ଧିଙ୍କ ସହ ତାଙ୍କର ପ୍ରଥମଥର ପାଇଁ ଭେଟ ହୋଇଥିଲା ୧୯୩୪ରେ। ଚିନ୍ତାଧାରା ଓ ଆଦର୍ଶ ସମାନ ଥିବାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଖୁବ୍ ଜମି ଯାଇଥିଲା। ଦୁହେଁ ଦୁହିଁଙ୍କୁ ଖୁବ୍‌ ବଡ ବଡ ଚିଠି ଲେଖୁଥିଲେ। ସେସବୁ ଚିଠିର ବିଷୟବସ୍ତୁ ଥିଲା ଦେଶ ଦୁନିଆର ଅବ୍ୟସ୍ଥା । ମହାତ୍ମା ଗାନ୍ଧିଙ୍କ ସହ ସେ ଲବଣ ସତ୍ୟାଗ୍ରହ ଏବଂ ୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇ ଜେଲ୍‌  ମଧ୍ୟ ଯାଇଥିଲେ।

ମହାତ୍ମା ଗାନ୍ଧି ତାଙ୍କୁ ଲେଖୁଥବା ଚିଠିରୁ ଯାହା ଜଣାପଡିଛି ସେ ତାଙ୍କୁ ସ୍ନେହରେ 'ଓଲି' ବୋଲି ଡାକୁଥିଲେ। ଚିଠିର ଆରମ୍ଭରୁ ସେ  'ମୋ ପ୍ରିୟ ଓଲି ବା ମେରେ ପ୍ୟାରେ ବେୱକୁଫ' ଲେଖୁଥିଲେ। ସେ ତାଙ୍କୁ 'ବାଗି' ବୋଲି ମଧ୍ୟ ଡାକନ୍ତି। ଏଥିରୁ ଜଣା ପଡୁଛି ପରସ୍ପର ମଧ୍ୟରେ ଖୁବ୍ ଶ୍ରଦ୍ଧା ଥିଲା, ପରସ୍ପରକୁ ସମ୍ମାନ ମଧ୍ୟ ଦେଉଥିଲେ।

ଆମୃତ କୌରଙ୍କ ସହ ଜଡିତ ଅନ୍ୟ କିଛି ତଥ୍ୟ-

୧) ଅମୃତ କୌର ନିଜର ଉଚ୍ଚ ଶିକ୍ଷା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ କରିଥିଲେ।

୨)୧୯୫୪ରେ ୟୁନେସ୍କୋର ବୈଠକରେ ଯୋଗଦେବାକୁ ଯେଉଁ ଭାରତୀୟ ପ୍ରତିନିଧି ଦଳ ଲଂଣ୍ଡନ ଯାଇଥିଲେ, ରାଜକୁମାରୀ ଅମୃତ ତା'ର ଉପନେତ୍ରୀ ଥିଲେ।

୩)୧୯୪୭ରୁ ୧୯୫୭ ପର୍ଯ୍ୟନ୍ତ ଅମୃତ କୌର ଭାରତ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ।

୪) ସେ ଖେଳିବାକୁ ବହୁତ ଭଲ ପାଆନ୍ତି। ତାଙ୍କଦ୍ୱାରାହିଁ ନ୍ୟସନାଲ ସ୍ପୋର୍ଟସ୍‌ କ୍ଳବ ଅଫ୍ ଇଣ୍ଡିଆର ସ୍ଥାପନା କରାଯାଇଥିଲା। ଯେଉଁଥିରେ ସେ ଅଧ୍ୟକ୍ଷା ଥିଲେ। ତାଙ୍କୁ ଟେନିସ୍‌ ଖେଳିବାକୁ ଭଲଲାଗୁଥିଲା।

୫) ଟେନିସ୍‌ ଖେଳି ସେ ଚାମ୍ପିଅନ୍‌ସିପ୍‌ ମଧ୍ୟ ହାତେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story