ଅଫିସ୍‌ରେ ବିଳମ୍ବରେ ପହଞ୍ଚିବେ ବୋଲି ବସ୍‌ଙ୍କୁ ମେସେଜ୍‌ କଲେ କର୍ମଚାରୀ; କାରଣ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ପର୍ସନାଲ ଲାଇଫ୍‌ ଏବଂ ପ୍ରଫେସ୍‌ନାଲ ଲାଇଫ୍‌ ଭିତରେ ଅନେକ ତଫାତ ରହିଛି। ବ୍ୟକ୍ତିଗତ ଜୀବନରେ ହଜାର ଭୁଲ୍‌ ମାଫ୍‌ ହୁଏ, କିନ୍ତୁ ପ୍ରଫେସ୍‌ନାଲ ଲାଇଫ୍‌ରେ କୌଣସି ଭୁଲ୍‌ର କ୍ଷାମା ନାହିଁ। ଅଫିସ୍‌କୁ ଠିକ୍ ସମୟରେ ଆସୁଛ କି ନାହିଁ? କାମ ଠିକ୍‌ ସମୟରେ କରୁଛ କି ନାହିଁ? କାମ ସମୟରେ ଫୋନ୍‌ରେ ବେଶି ସମୟ କଥାବାର୍ତ୍ତା ହେଉଛ କି? ଆବଶ୍ୟକତା ଠାରୁ ଅଧିକ ଦିନ ଛୁଟିରେ ରହୁଛ କି? କାମ ସହିତ ଏସବୁ ଜିନିଷକୁ ଅଫିସ୍‌ରେ […]

type

type

Rakesh Mallick
  • Published: Monday, 09 April 2018
  • Updated: 09 April 2018, 11:46 AM IST

Sports

Latest News

ନୂଆଦିଲ୍ଲୀ: ପର୍ସନାଲ ଲାଇଫ୍‌ ଏବଂ ପ୍ରଫେସ୍‌ନାଲ ଲାଇଫ୍‌ ଭିତରେ ଅନେକ ତଫାତ ରହିଛି। ବ୍ୟକ୍ତିଗତ ଜୀବନରେ ହଜାର ଭୁଲ୍‌ ମାଫ୍‌ ହୁଏ, କିନ୍ତୁ ପ୍ରଫେସ୍‌ନାଲ ଲାଇଫ୍‌ରେ କୌଣସି ଭୁଲ୍‌ର କ୍ଷାମା ନାହିଁ। ଅଫିସ୍‌କୁ ଠିକ୍ ସମୟରେ ଆସୁଛ କି ନାହିଁ? କାମ ଠିକ୍‌ ସମୟରେ କରୁଛ କି ନାହିଁ? କାମ ସମୟରେ ଫୋନ୍‌ରେ ବେଶି ସମୟ କଥାବାର୍ତ୍ତା ହେଉଛ କି? ଆବଶ୍ୟକତା ଠାରୁ ଅଧିକ ଦିନ ଛୁଟିରେ ରହୁଛ କି? କାମ ସହିତ ଏସବୁ ଜିନିଷକୁ ଅଫିସ୍‌ରେ ଗୁରୁତ୍ୱ ଦିଆଯାଏ। ତେଣୁ ଅଫିସ୍‌ରେ ଛୋଟରୁ ଛୋଟ କାମକୁ ଆମକୁ ଧ୍ୟାନର ସହ କରିବାକୁ ହୁଏ। ତଥାପି କିଛି ଲୋକ ଅଛନ୍ତି ଛୁଟି ନେବା ପାଇଁ ବାହାନା ଖୋଜନ୍ତି। କିଛି ବଡ଼ ଅସୁବିଧା ଅଛି କହି ବସ୍‌ଙ୍କୁ ଠକିବାକୁ ଚେଷ୍ଟା କରନ୍ତି। ଛୁଟି ନେବା ପଛରେ ସମସ୍ତେ ବଡ଼ କାରଣ ଦର୍ଶାନ୍ତି। ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ସତ କହିବାରେ ବିଶ୍ୱାସ ରଖନ୍ତି ଓ ସତ କହି ଛୁଟି ମାଗନ୍ତି।  ସେମିତି ଜଣେ ମହିଳା କର୍ମଚାରୀ ହେଉଛନ୍ତି ଜେନ୍‌। ଅଫିସ୍‌ ଆସିବାରେ ବିଳମ୍ବ ହେବ ବୋଲି କହି ସେ ବସ୍‌କୁ ଯେଉଁ କାରଣ ଦର୍ଶାଇଥିଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଜେନ୍‌ ତାଙ୍କ ବସ୍‌ କେନ୍‌ ମାଲିରଙ୍କୁ ଅଫିସ୍‌ ପହଞ୍ଚିବାରେ ବିଳମ୍ବ ହେବ ବୋଲି ଏକ ମେସେଜ୍‌ କଲେ। ବସ୍‌ ଏହାର କାରଣ ପଚାରିବାରୁ ଜେନ୍‌ ଏକ କୁକୁର ଶୋଇଥିବାର ଫଟୋ ବସ୍‌ଙ୍କୁ ପଠାଇଲେ ଏବଂ କହିଲେ,“ମୋ କୁକୁର ଏବେ ଶୋଇଛି। ଶୋଇବା ସମୟରେ ସେ ବହୁତ୍‌ କ୍ୟୁଟ୍‌ ଲାଗୁଛି। ତେଣୁ ମୁଁ ତାର ଫଟୋ ଉଠାଉଛି। ତେଣୁ ମତେ ଅଫିସ୍‌ ପାଇଁ ବାହାରିବାରେ ବିଳମ୍ବ ହେବ।”

aaaଏ ମେସେଜ୍‌ ପାଇବା ପରେ ବସ୍‌ ମଧ୍ୟ ତାଙ୍କୁ ବିଳମ୍ବରେ ଆସିବାକୁ ଅନୁମତି ଦେଇଥିଲେ। ତା’ପରେ ତାଙ୍କ ବସ୍‌ ଏହି ମେସେଜ୍‌ର ଏକ ସ୍କ୍ରିନ୍‌ସଟ୍‌ ସୋସିଆଲ୍‌ ମିଡିଆରେ ଛାଡ଼ି ଦେଇଥିଲେ। ଏହା ଏବେ ଭାଇରାଲ୍‌ ହେଉଛି।

କେନ୍‌ ମାଲିରଙ୍କ କହିବା ଅନୁଯାୟୀ ଗତ ୮ବର୍ଷ ମଧ୍ୟରେ ଜେନ୍‌ ଦ୍ୱିତୀୟ ଥର ପାଇଁ ବିଳମ୍ବରେ ଅଫିସ୍ ଆସିଛନ୍ତି। ପ୍ରଥମ ଥର ବିଳମ୍ବ ହୋଇଥିଲା ଯେତେବେଳେ ତାଙ୍କ ପିଲାର ଦାନ୍ତ ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story