ବ୍ଲଡପ୍ରେସର ସମସ୍ୟା ରହିଛି? ଏକା ସାଙ୍ଗରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କାର୍ଯ୍ୟାଳୟ ହେଉ ଅବା ବ୍ୟକ୍ତିଗତ ଜୀବନର ସମସ୍ୟା ପାଇଁ, ଆମେ ସର୍ବଦା ଚିନ୍ତାରେ ରହୁ। ଅଧିକ ଚିନ୍ତା କରିବା ଦ୍ୱାରା ଆମକୁ ବ୍ଲଡପ୍ରେସର ବା ରକ୍ତଚାପ ଜନିତ ସମସ୍ୟା ହୋଇଥାଏ। ବ୍ଲଡପ୍ରେସର ଅଧିକ ହେଲେ ମୁଣ୍ଡବୁଲାଇବା ସହ ଅନ୍ୟାନ ସମସ୍ୟା ଦେଖାଦିଏ। ବ୍ଲଡପ୍ରେସର ଯୋଗୁ ହୃଦରୋଗ ହେବାର ମଧ୍ୟ ଆଶଙ୍କା ଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଆମକୁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ। ଆପଣ ହରଡ ଡାଲି ଖାଉଥିବେ। ହରଡ ଡାଲି ସହ କେବେ ଦହି ଖାଆନ୍ତୁ ନାହିଁ। ଏହାଦ୍ୱାରା ବ୍ଲଡପ୍ରେସର ବଢିଥାଏ। ମହୁକୁ କେବେ ଗରମ କରି ଖାଆନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ।</p>

Ordigital Desk
  • Published: Friday, 09 February 2018
  • Updated: 09 February 2018, 01:43 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କାର୍ଯ୍ୟାଳୟ ହେଉ ଅବା ବ୍ୟକ୍ତିଗତ ଜୀବନର ସମସ୍ୟା ପାଇଁ, ଆମେ ସର୍ବଦା ଚିନ୍ତାରେ ରହୁ। ଅଧିକ ଚିନ୍ତା କରିବା ଦ୍ୱାରା ଆମକୁ ବ୍ଲଡପ୍ରେସର ବା ରକ୍ତଚାପ ଜନିତ ସମସ୍ୟା ହୋଇଥାଏ। ବ୍ଲଡପ୍ରେସର ଅଧିକ ହେଲେ ମୁଣ୍ଡବୁଲାଇବା ସହ ଅନ୍ୟାନ ସମସ୍ୟା ଦେଖାଦିଏ। ବ୍ଲଡପ୍ରେସର ଯୋଗୁ ହୃଦରୋଗ ହେବାର ମଧ୍ୟ ଆଶଙ୍କା ଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଆମକୁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ। ଆପଣ ହରଡ ଡାଲି ଖାଉଥିବେ। ହରଡ ଡାଲି ସହ କେବେ ଦହି ଖାଆନ୍ତୁ ନାହିଁ। ଏହାଦ୍ୱାରା ବ୍ଲଡପ୍ରେସର ବଢିଥାଏ। ମହୁକୁ କେବେ ଗରମ କରି ଖାଆନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos