କେଶରେ କଦଳୀ ଲଗାଇବାର ୫ଟି ଚମତ୍କାରୀ ଫାଇଦା

ପ୍ରାୟ ସମସ୍ତେ କଦଳୀ ଖାଇବାକୁ ଭଲ ପାଆନ୍ତି। ଏହାର ସ୍ୱାଦ ଯେମିତି ଗୁଣ ମଧ୍ୟ ସେମିତି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। କଦଳୀରେ ଥିବା ତତ୍ତ୍ୱ ଶରୀରକୁ ପୋଷଣ ଓ ଶକ୍ତି ଯୋଗାଇଥାଏ। କିନ୍ତୁ ଆପଣ ଜାଣନ୍ତି କି କଦଳୀକୁ କେଶର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରିହେବ ବୋଲି? କେଶ ପାଇଁ କଦଳୀ ଅତ୍ୟନ୍ତ ଲାଭଦାୟକ। ଆସନ୍ତୁ ଜାଣିବା କେଶରେ କଦଳୀ ଲଗାଇବା ଦ୍ୱାରା କ’ଣ ଫାଇଦା ମିଳେ। ୧. ପ୍ରଦୂଷଣ ଯୋଗୁଁ ବାଳ […]

Banana-Hair-Mask

Banana-Hair-Mask

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 05:56 PM IST

Sports

Latest News

ପ୍ରାୟ ସମସ୍ତେ କଦଳୀ ଖାଇବାକୁ ଭଲ ପାଆନ୍ତି। ଏହାର ସ୍ୱାଦ ଯେମିତି ଗୁଣ ମଧ୍ୟ ସେମିତି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। କଦଳୀରେ ଥିବା ତତ୍ତ୍ୱ ଶରୀରକୁ ପୋଷଣ ଓ ଶକ୍ତି ଯୋଗାଇଥାଏ। କିନ୍ତୁ ଆପଣ ଜାଣନ୍ତି କି କଦଳୀକୁ କେଶର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରିହେବ ବୋଲି? କେଶ ପାଇଁ କଦଳୀ ଅତ୍ୟନ୍ତ ଲାଭଦାୟକ। ଆସନ୍ତୁ ଜାଣିବା କେଶରେ କଦଳୀ ଲଗାଇବା ଦ୍ୱାରା କ’ଣ ଫାଇଦା ମିଳେ।

୧. ପ୍ରଦୂଷଣ ଯୋଗୁଁ ବାଳ ରୁକ୍ଷ ହୋଇଯାଏ। ଯାହା ଫଳରେ ଚୁଟି ଦୁର୍ବଳ ହୋଇ ଝଡ଼ିବାକୁ ଲାଗେ। କଦଳୀରେ ଫୋଲିକ ଏସିଡ୍ ତତ୍ତ୍ୱ ରହିଥାଏ। ଫୋଲିକ ଏସିଡ୍ କେଶର ଚମକ ବଢ଼ାଇଥାଏ। ଏଥିପାଇଁ ଗୋଟିଏ କଦଳୀ, ଅଳ୍ପ ଅଲିଭ୍ ଅଏଲ ଓ ଅଣ୍ଡାର କେଶରକୁ ମିଶାଇ ଚୁଟିରେ ଲଗାନ୍ତୁ। ଦେଖିବେ ଚୁଟି କେମିତି ଚମକିବ।

୨. କଦଳୀକୁ ମହୁ ସହ ମିଶାଇ ଚୁଟିରେ ଲଗାନ୍ତୁ ଏହା ଦ୍ୱାରା କେଶ କୋମଳ ହେବା ସହ ପୋଷଣ ମଧ୍ୟ ମିଳିବ।

୩. କଦଳୀରେ ଭିଟାମିନ୍ ଓ ମିନେରାଲସ୍‌ ରହିଛି। ତେଣୁ ଏହାକୁ ବାଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ।

୪.କଦଳୀକୁ ଦହି ସହ ମିଶାଇ ଲଗାଇଲେ ବାଳ ଲମ୍ବା ଓ ଘନ ହେବା ସହ ମଜଭୁତ ହୋଇଥାଏ।

୫. ଯଦି ଆପଣଙ୍କ ଚୁଟି ସବୁବେଳେ ଜଟ ହେଉଛି, ତେବେ ଦୁଇଟି କଦଳୀରେ ଅଳ୍ପ ମୁଲତାନି ମାଟି ଓ ଲେମ୍ବୁ ରସ ମିଶାଇ ଚୁଟିରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ବାଳ ସିଲ୍କି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story