ବ୍ୟାଙ୍କ ଆକାଉଣ୍ଟରୁ ବାରମ୍ବାର ପଇସା କଟୁଛି କି ? ତା'ହେଲେ ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ଅନେକ ସମୟରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ। ଆମେ ଏହା ଜାଣିପାରନ୍ତି ନାହିଁ। ଶେଷରେ ଏହାର କାରଣ ଜାଣିବା ପାଇଁ ଆମକୁ ବ୍ୟାଙ୍କ ଯିବାକୁ ପଡ଼ିଥାଏ। ଯଦି ଆପଣଙ୍କ ସହିତ ଏପରି ଘଟୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆକାଉଣ୍ଟରେ ଆପଣଙ୍କ ଟଙ୍କା କିପରି ସେଭ୍‌ ରହିବ ସେ ବିଷୟରେ ଆମେ ଆଜି ଆପଣଙ୍କୁ କେତେଟି ଟିପ୍ସ କହିବୁ। ଟିପ୍ସଗୁଡ଼ିକ ହେଲା…   ୧.ମାସରେ ୫ଥର ଏଟିଏମ୍‌ରୁ ଫ୍ରିରେ ପଇସା ଉଠାଇ ପାରିବେ। ଏହାଠାରୁ ଅଧିକ ଥର ଟଙ୍କା […]

2016-11-11T073241Z_1_LYNXMPECAA0BW_RTROPTP_3_INDIA-MODI-CORRUPTION

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 11:05 AM IST

Sports

Latest News

ଅନେକ ସମୟରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ। ଆମେ ଏହା ଜାଣିପାରନ୍ତି ନାହିଁ। ଶେଷରେ ଏହାର କାରଣ ଜାଣିବା ପାଇଁ ଆମକୁ ବ୍ୟାଙ୍କ ଯିବାକୁ ପଡ଼ିଥାଏ। ଯଦି ଆପଣଙ୍କ ସହିତ ଏପରି ଘଟୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆକାଉଣ୍ଟରେ ଆପଣଙ୍କ ଟଙ୍କା କିପରି ସେଭ୍‌ ରହିବ ସେ ବିଷୟରେ ଆମେ ଆଜି ଆପଣଙ୍କୁ କେତେଟି ଟିପ୍ସ କହିବୁ।

ଟିପ୍ସଗୁଡ଼ିକ ହେଲା...  

୧.ମାସରେ ୫ଥର ଏଟିଏମ୍‌ରୁ ଫ୍ରିରେ ପଇସା ଉଠାଇ ପାରିବେ। ଏହାଠାରୁ ଅଧିକ ଥର ଟଙ୍କା ଉଠାଇଲେ ଅତିରିକ୍ତ ଦେୟ ଦେବାକୁ ପଡ଼ିଥାଏ। ଏଥିପ୍ରତି ଧ୍ୟାନ ଦିଅନ୍ତୁ।

୨.ନୂଆ ଚେକ୍‌ବୁକ୍‌ ପାଇଁ ଅଧିକ ପଇସା ଦେବାକୁ ପଡ଼ିଥାଏ। ତେଣୁ ପାଖରେ ଥିବା ଚେକ୍‌ବୁକର ବ୍ୟବହାର କମ୍‌ କଲେ ଭଲ। ଏପରି କଲେ ଆପଣ ୨୦ ଟଙ୍କାରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ।

୩. ଡେବିଟ୍ କାର୍ଡରେ ଲେଟ୍‌ ପେମେଣ୍ଟ କରିବାଦ୍ୱାରା ଆପଣଙ୍କୁ ୩୯ରୁ ୪୨ ପ୍ରତିଶତ ଅତିରିକ୍ତ ଚାର୍ଜ ଲାଗିଥାଏ। ସେହିପରି ୩ ଦିନ ବିଳମ୍ବରେ ପେମେଣ୍ଟ କଲେ ୭୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିଥାଏ। ତେଣୁ ଠିକ୍‌ ସମୟରେ ପେମେଣ୍ଟ କରନ୍ତୁ।

୪. ବିଜୁଳି, ପାଣି. କିମ୍ବା ଫୋନ୍‌ ବିଲ୍‌ ଦେବାରେ ଲେଟ୍‌ ହୋଇଗଲେ କମ୍ପାନୀ ତରଫରୁ ଅତିରିକ୍ତ ଚାର୍ଜ ଲାଗିଥାଏ। ଯ।ହା ବ୍ୟାଙ୍କ ଆକାଉଣ୍ଟରୁ କଟିଥାଏ। ସମୟ ଥାଇ ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ପେମେଣ୍ଟ କଲେ ବିଲ୍‌ ଉପରେ ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ।

୫. ଇମେଲ ମାଧ୍ୟମରେ ବ୍ୟାଙ୍କ ଷ୍ଟେଟମେଣ୍ଟ ମଗାଇପାରିବେ। ଏଥିରେ ଆପଣ ଆକାଉଣ୍ଟରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ।

୬. ପ୍ରତି ବ୍ୟାଙ୍କର କ୍ୟାସ୍‌ ଡିପୋଜିଟ୍‌ର ଏକ ମିନିମମ୍ ବାଲାନ୍ସ ଲିମିଟ୍‌ ରହିଥାଏ। ତେଣୁ ଆକାଉଣ୍ଟରେ ସର୍ବଦା ମିନିମମ୍‌ ବାଲାନ୍ସ ରଖନ୍ତୁ। ଏପରି କରିବାଦ୍ୱାରା ପ୍ରତିମାସରେ ଆପଣ ୧୦ ଟଙ୍କାରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ।

୭. ଆକାଉଣ୍ଟରେ ଯେତିକି ପଇସା ଅଛି ସେହି ଅନୁସାରେ ଚେକ୍‌ ଇସୁ କରନ୍ତୁ। କାରଣ ଚେକ୍‌ ବାଉମନ୍ସ ହେଲେ  ୫୦୦ରୁ ୭୫୦ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ଦେବାକୁ ପଡ଼ିଥାଏ। ଏହାଛଡ଼ା ଆଇନ ଅନୁସାରେ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ।

୮. କ୍ରେଡିଟ କାର୍ଡରୁ ଟଙ୍କା ଉଠାନ୍ତୁ ନାହିଁ। ଏଥିରେ ୨.୫ ପ୍ରତିଶତ ଫିସ୍‌ ଦେବାକୁ ପଡ଼ିଥାଏ। ଏଥିରେ ମିନିମମ୍ ୩୦୦ରୁ ୫୦୦ ଟଙ୍କା ଆକାଉଣ୍ଟରୁ କଟିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story