ଝୁଣା ଧୂଆଁ ଦୂର କରିବ ବାସ୍ତୁଦୋଷ, ଜାଣନ୍ତୁ କିପରି

ହିନ୍ଦୁ ଧର୍ମ ଅନୁସାରେ ଘରେ ଝୁଣା ଦେବା ପରମ୍ପରା ବହୁତ ପୁରଣା। ପ୍ରତିଦିନ ଘରେ ଝୁଣା ଧୂଆଁ ଦେଲେ ମନ ପ୍ରସନ୍ନ ରହିଥାଏ। ଝୁଣାର ଉପଯୋଗ ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଝୁଣା ଦେବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା  ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ। – ଘରେ ଏକ ସପ୍ତାହ ଯାଏଁ ନିମ୍ୱ […]

धूनी-जलाने

धूनी-जलाने

Rakesh Mallick
  • Published: Monday, 28 May 2018
  • Updated: 28 May 2018, 08:57 AM IST

Sports

Latest News

ହିନ୍ଦୁ ଧର୍ମ ଅନୁସାରେ ଘରେ ଝୁଣା ଦେବା ପରମ୍ପରା ବହୁତ ପୁରଣା। ପ୍ରତିଦିନ ଘରେ ଝୁଣା ଧୂଆଁ ଦେଲେ ମନ ପ୍ରସନ୍ନ ରହିଥାଏ। ଝୁଣାର ଉପଯୋଗ ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଝୁଣା ଦେବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା  ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ।

- ଘରେ ଏକ ସପ୍ତାହ ଯାଏଁ ନିମ୍ୱ ପତ୍ର ପକାଇ ଝୁଣାଧୁଆଁ ଘରେ ଦିଅନ୍ତୁ। ଏହା ଘରର ସମସ୍ତ ପ୍ରକାର ଜୀବାଣୁ ନଷ୍ଟ କରିବା ସହ ବାସ୍ତୁ ଦୋଷ ଦୂର କରିବ।

- ଗୋଗୁଳ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ଗୋଗୁଳ ମିଶ୍ରିତ ଝୁଣା ଧୂଆଁ ଘରେ ଦେବା ଦ୍ୱାରା  ବାସ୍ତୁଦୋଷ ଦୂର ହୋଇଥାଏ।

- ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ କର୍ପୁର ଓ ଲବଙ୍ଗ ପକାଇ ଝୁଣା ଧୂଆଁ ଘରେ ଦିଅନ୍ତୁ। ପ୍ରାର୍ଥନା ପରେ ଘରେ ଆଳତି କରନ୍ତୁ।

- ଯଦି ଭୁଲ ବଶତଃ ସିଢି ଓ ପାଇଖାନା ଭୁଲ୍‌ ଦିଗରେ ତିଆରି କରିଛନ୍ତି ତେବେ ଚିନ୍ତା କରିବାର କାରଣ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ସେହି ଯାଗାରେ କର୍ପୂର ରଖିଦିଅନ୍ତୁ। ସମସ୍ୟା ଦୂର ହୋଇଯିବ।

-ଆର୍ଥିକ ସ୍ଥିତି ଭଲ ରହୁ ନ ଥିଲେ ପ୍ରତିଦିନ ମହାକାଳୀଙ୍କ ଆଗରେ ଝୁଣା ଦିଅନ୍ତୁ। ଆର୍ଥିକ ସ୍ଥିତି ସୁଧୁରିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story