ଗାଧୁଆ ଘରର ବାସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ପଡିପାରନ୍ତି ସମସ୍ୟାରେ

କେତେକ ବ୍ୟକ୍ତି ଘର ନିର୍ମାଣ କଲା ବେଳେ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି, ମାତ୍ର ବାଥ୍‌ରୁମ୍‌ ପାଇଁ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଗାଧୁଆ ଘର ସହ  ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗାଧୁଆ ଘର  ଭୁଲ୍‌ ଦିଗରେ ଥିଲେ ଏହାର ପ୍ରଭାବ ଘରର ମୁରବୀ ଉପରେ ପଡିଥାଏ। ତେଣୁ ଘର ତିଆରି ବେଳେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଗାଧୁଆ ଘର କଲେ ଶୁଭ […]

bathroom

bathroom

Rakesh Mallick
  • Published: Friday, 16 February 2018
  • Updated: 16 February 2018, 10:50 AM IST

Sports

Latest News

କେତେକ ବ୍ୟକ୍ତି ଘର ନିର୍ମାଣ କଲା ବେଳେ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି, ମାତ୍ର ବାଥ୍‌ରୁମ୍‌ ପାଇଁ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଗାଧୁଆ ଘର ସହ  ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗାଧୁଆ ଘର  ଭୁଲ୍‌ ଦିଗରେ ଥିଲେ ଏହାର ପ୍ରଭାବ ଘରର ମୁରବୀ ଉପରେ ପଡିଥାଏ। ତେଣୁ ଘର ତିଆରି ବେଳେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଗାଧୁଆ ଘର କଲେ ଶୁଭ ଫଳ ମିଳିଥାଏ।

  • ଗାଧୁଆ ଘରକୁ ପୂର୍ବ ଅବା ପୂର୍ବ- ଆଗ୍ନେୟ କୋଣରେ ନିର୍ମାଣ କରିବା ଉଚିତ୍‌। ସ୍ଥାନର ଅଭାବ ଥିଲେ ଦକ୍ଷିଣ ଅବା ପଶ୍ଚିମ ଦିଗରେ ଗାଧୁଆ ଘର ନିର୍ମାଣ କରନ୍ତୁ।
  • ଶୟନ କକ୍ଷକୁ ଲଗାଇ ଗାଧୁଆ ଘର ନିର୍ମାଣ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶୟନ କକ୍ଷରେ ଶୋଉଥିବା ବ୍ୟକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିବା ସହ ହୃଦ ରୋଗ ଓ ମାନସିକ ରୋଗ ହେବାର ସମ୍ଭାବନା ରହିଥାଏ।
  • ଗାଧୁଆ ଘରର କବାଟ ପୂର୍ବ ଅବା ଉତ୍ତର ଦିଗ ଆଡକୁ ମୁହଁ କରି ଲଗାନ୍ତୁ। ରୋଷଇ ଘର ସମ୍ମୁଖରେ ଗାଧୁଆ ଘର କରନ୍ତୁ ନାହିଁ।
  • ଗିଜର, ୱାଟର ହିଟର, ସ୍ୱିଚ୍‌ ବୋର୍ଡ, ୱାସିଂ ମେସିନ୍‌ ଆଦି ବିଦ୍ୟୁତ୍‌ ଉପକରଣ ଗାଧୁଆ ଘରେ ରଖୁଥିଲେ ଦକ୍ଷିଣ-ପୂର୍ବ  ଦିଗ ଆଡକୁ ମୁହଁ କରି ରଖନ୍ତୁ।
  • ଗାଧୁଆ ଘର କାନ୍ଥକୁ ଧଳା , ହାଲକା ନୀଳ ପରି ହାଲକା ରଙ୍ଗ ଦିଅନ୍ତୁ। ଗାଢ ରଙ୍ଗର ପ୍ରୟୋଗ ଗାଧୁଆ ଘରେ କରନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ପାଏ।
  • ଗାଧୁଆ ଘରେ ବ୍ରସ୍‌ କିମ୍ୱା ସ୍ନାନ କରିବା ସମୟରେ ପୂର୍ବ ଦିଗ ଆଡକୁ ମୁହଁ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story