ବେଡ୍‌ ରୁମ୍‌ରେ ଆପଣାନ୍ତୁ ଏହି ସବୁ ଟିପ୍ସ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମଧୁର ହେବ ସମ୍ପର୍କ

ପ୍ରାୟତଃ ସମସ୍ତେ ବେଡ୍‌ରୁମ୍‌କୁ ସଜେଇ ରଖିବାକୁ ଭଲ ପଆନ୍ତି। ଏମିତିକି କିଛି ଲୋକ ଅଛନ୍ତି  ବେଡ୍‌ରୁମ୍‌ରେ ବିଭିନ୍ନ ପ୍ରକାର ରୋମାଣ୍ଟିକ୍ ଫଟୋ ଲଗାଇଥାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ବାସ୍ତୁ ବିଜ୍ଞାନ ଅନୁସାରେ ବେଡ୍‌ ରୁମ୍‌କୁ କିପରି ସଜେଇଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ନିବିଡ଼ ହେବ। ଆଉ ମଧୁର ହେବ ସମ୍ପର୍କ। ବାସ୍ତୁ ବିଜ୍ଞାନ ଅନୁସାରେ ବେଡ୍ ରୁମ୍‌ରେ ନିଜ ବେଡ୍‌କୁ  ଉତ୍ତର କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ […]

bed...

bed...

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 10:02 AM IST

Sports

Latest News

ପ୍ରାୟତଃ ସମସ୍ତେ ବେଡ୍‌ରୁମ୍‌କୁ ସଜେଇ ରଖିବାକୁ ଭଲ ପଆନ୍ତି। ଏମିତିକି କିଛି ଲୋକ ଅଛନ୍ତି  ବେଡ୍‌ରୁମ୍‌ରେ ବିଭିନ୍ନ ପ୍ରକାର ରୋମାଣ୍ଟିକ୍ ଫଟୋ ଲଗାଇଥାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ବାସ୍ତୁ ବିଜ୍ଞାନ ଅନୁସାରେ ବେଡ୍‌ ରୁମ୍‌କୁ କିପରି ସଜେଇଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ନିବିଡ଼ ହେବ। ଆଉ ମଧୁର ହେବ ସମ୍ପର୍କ।

ବାସ୍ତୁ ବିଜ୍ଞାନ ଅନୁସାରେ ବେଡ୍ ରୁମ୍‌ରେ ନିଜ ବେଡ୍‌କୁ  ଉତ୍ତର କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ରଖିଥାଏ। ଯଦି ବେଡ୍ ଏହି ଦିଗରେ ପକାଇବା ଅସୁବିଧା ହେଉଛି ଦକ୍ଷିଣ ପଶ୍ଚିମ ଦିଗରେ ମଧ୍ୟ ବେଡ୍ ପକାଇ ପାରିବେ। ତେବେ ବେଡରୁମ୍‌ରେ ବିଜୁଳି ଉପକରଣ ସାମଗ୍ରୀ ରଖନ୍ତୁ ନାହିଁ। ଯେପରି ଟେଲିଭିଜନ୍, କମ୍ପ୍ୟୁଟର କିମ୍ୱା ଲାପଟପ୍‌ ରଖନ୍ତୁ ନାହିଁ। ଏହା  ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରିଥାଏ।

କିଛି ଲୋକ ଅଛନ୍ତି ବେଡରୁମ୍‌ରେ ଭଗବାନ ଫଟୋ ଓ ମୂର୍ତ୍ତି ରଖିଥାନ୍ତି। ଏମିତିକି କିଛି ଲୋକ ଅଛନ୍ତି ବେଡରୁମ୍‌ରେ ନିଜ ପୂର୍ବଜଙ୍କ ଫଟୋ ସଜେଇ ରଖିଥାନ୍ତି। ହେଲେ ବାସ୍ତୁ ବିଜ୍ଞାନ ଅନୁସାରେ ବେଡ୍ ରୁମ୍‌ରେ ଏହି ଫଟୋ ରଖାଗଲା ବୈବାହିକ ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଦେଇଥାଏ। ତେଣୁ ବେଡରୁମ୍‌ରେ ଲଭ ବାର୍ଡ ମୂର୍ତ୍ତି କିମ୍ୱା ଫଟୋ ରଖିପରାରିବେ। ନଚେତ୍‌  ରୋମାଣ୍ଟିକ ଫଟୋ ଲଗାଇ ପାରିବେ। ବେଡ୍‌ ଉପରେ ଦୁଇଟି ଗଦି ପକାନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଦୂରତା ବୃଦ୍ଧିପାଇଥାଏ। ସେହିଭଳି ପୁରୁଣା କିମ୍ୱା ଚିରି ଯାଇଥିବା ବେଡ୍‌ସିଟ୍‌ ବ୍ୟବହାର କରନ୍ତୁ ନାହିଁ। ପ୍ରତି ସପ୍ତାହରେ ବେଡ୍‌ ସିଟ୍‌କୁ ସଫା କରି ଏହାକୁ ବ୍ୟବହାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story