ବାସି ରୁଟି ଖାଉଥିଲେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସି ଖାଦ୍ୟ ଖାଇବା ଖରାପ। ବାସି ଖାଦ୍ୟ ହେଉ କି ରୁଟି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ବହୁ ଲୋକ କହିଥାନ୍ତି। ୧୨ ଘଣ୍ଟାରୁ ଅଧିକ ରଖା ଯାଇଥିବା ବାସି ଖାଦ୍ୟ ଖାଇଲେ ଫୁଡ ପଏଜନ, ଗ୍ୟାସ୍‌ ଓ ପେଟ ଖରାପ ହେବାର ସମ୍ଭାବନା ରହିଥାଏ। ଏତକି ନୁହେଁ ବାସି ଖାଦ୍ୟକୁ ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବସୁ ବାସି ଖାଦ୍ୟ […]

roti

roti

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 08:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସି ଖାଦ୍ୟ ଖାଇବା ଖରାପ। ବାସି ଖାଦ୍ୟ ହେଉ କି ରୁଟି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ବହୁ ଲୋକ କହିଥାନ୍ତି। ୧୨ ଘଣ୍ଟାରୁ ଅଧିକ ରଖା ଯାଇଥିବା ବାସି ଖାଦ୍ୟ ଖାଇଲେ ଫୁଡ ପଏଜନ, ଗ୍ୟାସ୍‌ ଓ ପେଟ ଖରାପ ହେବାର ସମ୍ଭାବନା ରହିଥାଏ। ଏତକି ନୁହେଁ ବାସି ଖାଦ୍ୟକୁ ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବସୁ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇ ନଥାଏ। କିଛି ଖାଦ୍ୟ ଏପରି ଅଛି, ଯାହା ବାସି ହୋଇଯିବା ପରେ ଶରୀରକୁ ଅଧିକ ଲାଭ ଦେଇଥାଏ। ଏପରି ଏକ ଖାଦ୍ୟ ହେଉଛି ରୁଟି। ଆସନ୍ତୁ ଜାଣିବା ବାସି ରୁଟ ଖାଇବା ଦ୍ୱାରା କେଉଁ ପ୍ରକାର ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ।

ଭାରତରେ ଅଧିକାଂଶ ଲୋକ ଗହମରୁ ପ୍ରସ୍ତୁତ ଅଟାରେ ରୁଟି କରି ଖାଇଥାନ୍ତି। ପ୍ରାୟ ସବୁ ଭାରତୀୟଙ୍କ ଘରେ ଅଧିକ ଖାଦ୍ୟ ରୋଷେଇ ହୋଇଥାଏ। ଏହି କାରଣରୁ ଘରେ ପ୍ରାୟ ସବୁ ବେଳେ ରୁଟି ବଳି ଯାଇଥାଏ। କେହି କେହି ଏହି ରୁଟିକୁ ଫିଙ୍ଗି ଦେଇଥାନ୍ତି ତ ଆଉ କିଏ ପଶୁଙ୍କୁ ଖାଇବାକୁ ଦେଇଥାନ୍ତି। ହେଲେ ଏହାକୁ ଆପଣ ମଧ୍ୟ ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ହାନିକାରକ ହୋଇ ନଥାଏ।

ବାସି ରୁଟି ଖାଇବାର ଫାଇଦା

୧. ଦୁଧ ସହ ବାସି ରୁଟି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ବାସି ରୁଟିକୁ ୧୦ ମିନିଟ ଦୁଧରେ ବତୁରାଇ ଦିଅନ୍ତୁ। ସକାଳର ଜଳଖିଆରେ ଏହାକୁ ଖାଆନ୍ତୁ। ଦେଖିବେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣକୁ ଆସିଯିବ।

୨.  ଆମ ଶରୀରର ତାପମାତ୍ର ୩୭ ଡିଗ୍ରୀ ରହିଥାଏ। ଏହା ୪୦ ଡିଗ୍ରୀ ଉପରକୁ ଚାଲିଗଲେ, ଶରୀରର ବିଭିନ୍ନ ଅଂଶକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଥାଏ। ଦୁଧରେ ବତୁରା ହୋଇଥିବା ରୁଟି ଖାଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।

୩. ଯେଉଁ ଲୋକଙ୍କୁ ବାରମ୍ବାର ପେଟ ବ୍ୟଥା ପରି ବେମାରୀର ସମ୍ମୁଖୀନ ହେବାକୁ ପଡୁଛି, ସେମାନଙ୍କ ପାଇଁ ବାସି ରୁଟି ବହୁତ ଉପକାରୀ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଦୁଧରେ ବତୁରା ଯାଇଥିବା ବାସି ରୁଟି ଖାଇଲେ କବ୍ଜ ଓ ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ।

୪.ଡାଇବେଟିସ୍‌ ରୋଗୀ ବାସି ରୁଟି ଖାଇବା ବହୁତ ଭଳ। ଦିନରେ ଯେକୌଣସି ସମୟରେ ବାସି ରୁଟିକୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ବତୁରାଇ ଖାଇଲେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story