ପେଟର ଚର୍ବି ବଢ଼ି ଯାଉଛି: ଚିନ୍ତା କରନ୍ତୁ ନାହିଁ, ରାତିରେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଓଜନ ବଢ଼ି ଗଲେ ଚିନ୍ତା ବି ବଢ଼ିଯାଇଥାଏ। ପେଟ ଥୁଲ ଥୁଲ ହୋଇଯାଏ। ଏପରି ସ୍ଥିତିରେ ସାଙ୍ଗସାଥୀଙ୍କ ସହ ହେଉ କି ଅଫିସ୍‌ ଯିବା ହେଉ, ସବୁଠି ନିଜକୁ ଅପ୍ରସ୍ତୁତ ମନେ କରିବା ଭଳି ଲାଗେ। ପେଟର ଚର୍ବି କମାଇବାକୁ ଲୋକେ ଡାଏଟ୍‌ ପ୍ଲାନ୍ କରନ୍ତି ଓ ସେହି ଅନୁସାରେ ଖାଇଥାନ୍ତି। ଡାଏଟ୍‌ କରୁଥିବା ଲୋକେ ସବୁବେଳେ ଗୋଟିଏ ଚିନ୍ତା କରିଥାନ୍ତି ରାତିରେ କ‘ଣ ଖାଇବେ, ଯାହା ଓଜନ ବଢ଼ାଇବ ନାହିଁ। କିଛି ଲୋକ ଦିନ ଓ […]

food

food

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 10:44 PM IST

Sports

Latest News

ଓଜନ ବଢ଼ି ଗଲେ ଚିନ୍ତା ବି ବଢ଼ିଯାଇଥାଏ। ପେଟ ଥୁଲ ଥୁଲ ହୋଇଯାଏ। ଏପରି ସ୍ଥିତିରେ ସାଙ୍ଗସାଥୀଙ୍କ ସହ ହେଉ କି ଅଫିସ୍‌ ଯିବା ହେଉ, ସବୁଠି ନିଜକୁ ଅପ୍ରସ୍ତୁତ ମନେ କରିବା ଭଳି ଲାଗେ। ପେଟର ଚର୍ବି କମାଇବାକୁ ଲୋକେ ଡାଏଟ୍‌ ପ୍ଲାନ୍ କରନ୍ତି ଓ ସେହି ଅନୁସାରେ ଖାଇଥାନ୍ତି। ଡାଏଟ୍‌ କରୁଥିବା ଲୋକେ ସବୁବେଳେ ଗୋଟିଏ ଚିନ୍ତା କରିଥାନ୍ତି ରାତିରେ କ‘ଣ ଖାଇବେ, ଯାହା ଓଜନ ବଢ଼ାଇବ ନାହିଁ। କିଛି ଲୋକ ଦିନ ଓ ରାତିରେ ସମାନ ଧରଣର ଖାଦ୍ୟ ଖାଇଥାନ୍ତି। ଆଉ କିଛି ଲୋକ ଖାଲି ପେଟରେ ଶୋଇ ଯାଇଥାନ୍ତି। ଏପରି କରିବା ଦ୍ୱାରା ସେମାନେ ଭାବିଥାନ୍ତି ଓଜନ କମିବ। ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ। କାରଣ ରାତିରେ ଖାଲି ପେଟରେ ରହିବା ପରେ ସକାଳେ ସେମାନେ ଅଜାଣତରେ ଅଧିକ ଖାଇ ଦେଇଥାନ୍ତି। ପ୍ରଥମତଃ ରାତିରେ ଖାଲି ପେଟରେ ଶୋଇବା ଦ୍ୱାରା ପେଟ ବେମାରୀ ବାହାରିଥାଏ ଓ ଦ୍ୱିତୀୟରେ ଦିନରେ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। ଆଜି ଆମେ ଏମିତି କିଛି ଖାଇବା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ରାତିରେ ଖାଇପାରିବେ। ଏହାଦ୍ୱାରା ଆପଣଙ୍କ ପେଟରେ ଚର୍ବି ବଢ଼ିବ ନାହିଁ ଓ ପେଟ ବି ପୂରିବ।

ଚେରୀ: ରାତିରେ ଚେରୀ ଖାଇଲେ କେବଳ ଆପଣଙ୍କ ଭୋକ ମେଣ୍ଟିବ ନାହିଁ, ଭଲ ନିଦ ବି ହେବ। ଚେରୀରେ ମେଲାଟୋନିନ୍‌ ନାମକ ଏକ ହରମୋନ୍‌ ରହିଛି, ଯାହା ଭଲ ନିଦ ଆସିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ବି ରହିଛି, ଯାହା ଶରୀର ଫୁଲିବା ସମସ୍ୟାରୁ ମୁକ୍ତି ଦେଇଥାଏ।

ଦହି: ଘରେ ପ୍ରସ୍ତୁତ ଦହି ରାତିରେ ଖାଇବା ବହୁତ ଭଲ। ଏଥିରେ ଅଧିକ ପରିମାଣରରେ ପ୍ରୋଟିନ୍‌ ଥାଏ ଓ ସୁଗାର କମ ରହିଥାଏ। ପ୍ରୋଟିନ୍‌ ଯୋଗୁଁ ପେଟ ପୂରି ଯାଇଥାଏ ଓ ଏହା ମାଂସପେଶୀକୁ ଅଧିକ ସକ୍ରିୟ କରିଥାଏ। ଦହିରେ ଥିବା ଲିନ୍‌ ପ୍ରୋଟିନ୍‌ ଓଜନ କମାଇବାରେ ସହାୟକ ହୋଇଥାଏ।

ଚକୋଲେଟ୍‌ ମିଲ୍କ: ଚକୋଲେଟ୍‌ ମିଲ୍କ ଓଜନ କମାଇବା ପାଇଁ ସବୁଠାରୁ ଭଲ। କାରଣ କ୍ଷୀରରେ ଥିବା କ୍ୟାଲସିୟମ ପେଟରୁ ଚର୍ବି କମାଇବାରେ ସହାୟକ ହୋଇଥାଏ।

ବାଦାମ: ବାଦାମରେ ୫ ଗ୍ରାମ ପ୍ରୋଟିନ୍‌ ରହିଥାଏ। ଯାହା ପୂରା ରାତି ମାଂସପେଶୀର ମରାମତି କରିଥାଏ। ଏଥିରେ ଥିବା ଫାଇବର ରାତିରେ ଭୋକ ହେବାକୁ ଦେଇ ନଥାଏ। ଏହାବାଦ୍‌ ଶରୀରରୁ ଚର୍ବି କମ କରିବା ପାଇଁ ବାଦାମକୁ ସୁପର ଫୁଡ୍‌ କୁହାଯାଇଥାଏ।

ଗ୍ରୀନ୍‌ ଟି: ଗ୍ରୀନ୍‌ ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ବହୁତ ଲାଭ ମିଳିଥାଏ। ଏହା ମସ୍ତିଷ୍କକୁ ଠିକ୍‌ ରଖିଥାଏ। ରାତିରେ ଗ୍ରୀନ୍ ଟି ପିଇଲେ, ଓଜନ କମିଥାଏ। ଏହାକୁ ରାତିରେ ପିଇବା ଦ୍ୱାର ଚର୍ବି କମିଥାଏ।

ସିଝା ଅଣ୍ଡା: ସବୁଠୁ ଅଧିକ ପ୍ରୋଟିନ୍‌ ଅଣ୍ଡାରେ ରହିଥାଏ। ରାତିରେ ସିଝା ଅଣ୍ଡା ଖାଇଲେ ଓଜନ କମିଥାଏ। ଗୋଟେ ବଡ଼ ଅଣ୍ଡାରେ ୭୮ କ୍ୟାଲୋରୀ ରହିଥାଏ। ଏଥିରେ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଓଜନ କମାଇବାକୁ ଏହା ବଢ଼ିଆ ଭୋଜନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story