ବ୍ଲୁ ହ୍ୱେଲ୍‌ ପରେ ଏବେ ମୋମୋ ହ୍ୱାଟ୍‌ସଆପ୍‌ର ଆତଙ୍କ, ଜାଣନ୍ତୁ ନିଜକୁ ଓ ପିଲାଙ୍କୁ ଏଥିରୁ ଦୂରେଇ ରଖିବାର ଉପାୟ

ନୂଆଦିଲ୍ଲୀ: ବ୍ଲୁ ହ୍ୱେଲ୍‌ ଗେମ୍‌ ପରେ ଏବେ ମୋମୋ ହ୍ୱାଟ୍‌ସଆପ୍‌ ଚାରିଆଡ଼େ ଆତଙ୍କ ସୃଷ୍ଟି କଲାଣି। ଲାଟିନ୍‌ ଆମେରିକୀୟ ଦେଶ ଗୁଡ଼ିକର ନିଦ ହଜାଇବା ପରେ ଏବେ ଏହା ଧୀରେ ଧୀରେ ଆମେରିକା ମୁହାଁ ହେଉଛି। ଶୁଣିବାକୁ ମିଳୁଛି ଯେ, ମୋମୋ ହ୍ୱାଟ୍‌ସଆପ୍‌ କୁଆଡ଼େ ଠିକ୍‌ ବ୍ଲୁ ହ୍ୱେଲ୍‌ ଚ୍ୟାଲେଞ୍ଜ୍‌ ଗେମ୍‌ ଭଳି। ଯେତେ କ୍ଷୀପ୍ରଗତିରେ ଏହା ବ୍ୟାପୁଛି, ଲାଗୁଛି ଖୁବ୍‌ କମ୍‌ ସମୟରେ ଏହା ଭାରତରେ ପହଞ୍ଚିଯିବ। ତେବେ କ’ଣ ଏହି ଭୟଙ୍କର Momo WhatsApp, […]

maxresdefault (3)

maxresdefault (3)

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 10:28 PM IST

Sports

Latest News

ନୂଆଦିଲ୍ଲୀ: ବ୍ଲୁ ହ୍ୱେଲ୍‌ ଗେମ୍‌ ପରେ ଏବେ ମୋମୋ ହ୍ୱାଟ୍‌ସଆପ୍‌ ଚାରିଆଡ଼େ ଆତଙ୍କ ସୃଷ୍ଟି କଲାଣି। ଲାଟିନ୍‌ ଆମେରିକୀୟ ଦେଶ ଗୁଡ଼ିକର ନିଦ ହଜାଇବା ପରେ ଏବେ ଏହା ଧୀରେ ଧୀରେ ଆମେରିକା ମୁହାଁ ହେଉଛି। ଶୁଣିବାକୁ ମିଳୁଛି ଯେ, ମୋମୋ ହ୍ୱାଟ୍‌ସଆପ୍‌ କୁଆଡ଼େ ଠିକ୍‌ ବ୍ଲୁ ହ୍ୱେଲ୍‌ ଚ୍ୟାଲେଞ୍ଜ୍‌ ଗେମ୍‌ ଭଳି। ଯେତେ କ୍ଷୀପ୍ରଗତିରେ ଏହା ବ୍ୟାପୁଛି, ଲାଗୁଛି ଖୁବ୍‌ କମ୍‌ ସମୟରେ ଏହା ଭାରତରେ ପହଞ୍ଚିଯିବ। ତେବେ କ'ଣ ଏହି ଭୟଙ୍କର Momo WhatsApp, ଆସନ୍ତୁ ଜାଣିବା।

Momo WhatsApp କ'ଣ?

ହ୍ୱାଟ୍‌ସଆପ୍‌ରେ ଗୋଟିଏ କଣ୍ଟାକ୍ଟ ନମ୍ବର୍ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ମୋମୋ ହ୍ୱାଟ୍‌ସଆପ୍‌ କୁହାଯାଉଛି। ସୋଶାଲ୍ ମିଡିଆ ମାଧ୍ୟମରେ ଏହି କଣ୍ଟାକ୍ଟ ନମ୍ବର ଶେୟାର କରାଯାଉଛି। ଯାହାର ଏରିଆ କୋଡ୍‌ ଜାପାନ୍‌ର ବୋଲି ଜଣାପଡ଼ିଛି। ଏହି କଣ୍ଟାକ୍ଟ୍‌ ନମ୍ବର୍‌କୁ ସେଭ୍‌ କରିବା ପରେ ହ୍ୱାଟ୍‌ସଆପ୍‌ରେ ବଡ଼ ବଡ଼ ଆଖିଥିବା ଏକ ଝିଅର ଫଟୋ ଆସୁଛି। ଯାହା ଖୁବ୍‌ ଭୟଙ୍କର ଦେଖାଯାଉଛି।

ଯେଉଁମାନେ ଏହି ନମ୍ବର୍ ନିଜ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ସେଭ୍‌ କରି ହ୍ୱାଟ୍‌ସଆପ୍‌ରେ ତା' ସହିତ ଚ୍ୟାଟ୍‌ କରୁଛନ୍ତି, ସେମାନେ ସମସ୍ତେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ମୋମୋ ହେଉଛି ଏକ କନ୍ସପିରେସି ଥିଓରି। ଯାହାର ଉଦ୍ଦେଶ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା।

କେଉଁଠୁ ଆସିଲା ଏହି ଭୟଙ୍କର Momo WhatsApp ?

ମୋମୋ ପ୍ରୋଫାଇଲ୍‌ ସର୍ବପ୍ରଥମେ ଫେସ୍‌ବୁକ୍‌ରେ ଦେଖିବାକୁ ମିଳିଥିଲ। ଏହାପରେ ଅନେକ ଲୋକ ଏହାକୁ  ନିଜ କଣ୍ଟାକ୍ଟ ଲିଷ୍ଟ୍‌ରେ ସେଭ୍‌ କରିବାକୁ ଲାଗିଲେ। ମୋମୋ ପ୍ରୋଫାଇଲ୍‌ରେ ଯେଉଁ ବଡ଼ ଆଖିଥିବା ଝିଅର ଚିତ୍ରଟି ଦେଖାଯାଉଛି, ତାହା ଠିକ୍‌  ୨୦୧୬ରେ ଜାପାନ୍‌ରେ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଥିବା ଏକ ପ୍ରତିମୂର୍ତ୍ତିର ଚେହେରା ପରି ଦେଖାଯାଉଛି। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ଲୋକମାନେ ଏହାକୁ ନିଜର ପ୍ରୋଫାଇଲ୍‌ରେ ସେଭ୍‌ କରି ରଖୁଛନ୍ତି। ସେଥିପାଇଁ ବିପଦ ଧୀରେ ଧୀରେ ଘନଉଛି। ତେବେ କିଏ ଏହାକୁ ତିଆରି କଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।

ପିଲାମାନଙ୍କ ପାଇଁ ବିପଦ: ଏଭଳି ଜିନିଷ ପ୍ରଥମେ ଛୋଟ ବା ଅଳ୍ପ ବୟସର ପିଲାମାନଙ୍କୁ ନିଜର ଶିକାର ବନାଏ। ପିଲାମାନେ ଏହାର ସଂସ୍ପର୍ଶରେ ଆସିଲା ପରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରନ୍ତି। ବ୍ଲୁ ହ୍ୱେଲ୍‌ ଚ୍ୟାଲେଞ୍ଜ୍‌ ଗେମ୍‌ରେ ଠିକ୍‌ ଏପରି ହୋଇଥିଲା। ଏଥିପାଇଁ ଅନେକ ପିଲା ଆତ୍ମହତ୍ୟା ମଧ୍ୟ କରିଥିଲେ। କିନ୍ତୁ ମୋମୋ ହ୍ୱାଟ୍‌ସଆପ୍‌ରେ ଆତ୍ମହତ୍ୟା କରିବାକୁ ଉସ୍‌କାଉଛି କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍‌ ଖବର ମିଳିପାରି ନାହିଁ।

ପିଲାମାନଙ୍କୁ ଏଥିରୁ କିପରି ଦୂରେଇ ରଖିବେ:

୧. ଅଜଣା ଫୋନ୍‌ ନମ୍ବର୍‌କୁ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ସେଭ୍‌ କରନ୍ତୁ ନାହିଁ। ପିଲାମାନଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ ଫୋନ୍‌ରେ ପ୍ୟାଟର୍ଣ୍ଣ ଲକ୍‌ ପକାନ୍ତୁ। ଅଜଣା ଲୋକଙ୍କ ସହିତ ନମ୍ବର୍ ଏକ୍ସଚେଞ୍ଜ୍‌ କରନ୍ତୁ ନାହିଁ।

୨. ଆପଣଙ୍କ ପିଲା ସୋଶାଲ୍‌ ମିଡିଆ ଆକାଉଣ୍ଟରେ କ'ଣ ଶେୟାର କରୁଛି, ତା' ଉପରେ ନଜର ରଖନ୍ତୁ। ଖାସ୍‌ କରି ସେ ଫୋନ୍‌ ନମ୍ବର ଶେୟାର କରୁଛି କି ନାହିଁ, ଏହା ଜାଣିବାକୁ ଚେଷ୍ଟା କରନ୍ତୁ।

୩. ନିଜ ଫୋନ୍‌କୁ ଆଣ୍ଟି ଭାଇରସ୍‌ ସାହାଯ୍ୟରେ ସୁରକ୍ଷିତ ରଖନ୍ତୁ। ଏହାଦ୍ୱାରା ଯେବେ ବି ଆପଣ କୌଣସି ଲିଙ୍କ୍‌ ଖୋଲିବେ ସେତେବେଳେ ଏକ ପପ୍‌-ଅପ୍ ମେସେଜ୍ ଆସିବ। ଏବଂ ଆପଣଙ୍କ ହ୍ୱାଟ୍‌ସଆପ୍‌, ଏସ୍‌ଏମ୍‌ଏସ୍ ଓ ଫେସ୍‌ବୁକ୍‌ ମେସେଞ୍ଜର୍‌କୁ ବି ସୁରକ୍ଷା ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story