ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ପ୍ରଶାନ୍ତଙ୍କୁ ଏସ୍‌ଏଫ୍‌ଆଇର ଜେରା

prasant dash

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ସିରିୟସ୍‌ ଫ୍ରଡ୍ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ଟିମ୍‌ ଜେରା କରୁଛି। ଏହାଛଡ଼ା ପ୍ରଶାନ୍ତଙ୍କ ସାନ ଭାଇ ଓ ମଧ୍ୟସ୍ତି   ଶୁଭଙ୍କର ନାୟକଙ୍କୁ ମଧ୍ୟ ଏସ୍‌ଏଫ୍‌ଆଇଓର ଏକ ଟିମ୍‌ ଜେରା କରୁଛି। ସେମାନଙ୍କୁ ଜେରା ପାଇଁ ନିକଟରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଥିଲା। ମାସେ ମଧ୍ୟରେ ଜେରା ଶେଷ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଏସ୍‌ଏଫ୍‌ଆଓ ଅର୍ଥତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ପ୍ରଦୀପ ସେଠୀଙ୍କ ସମେତ ୩ ଜଣଙ୍କୁ ଜେରା କରିଥିଲା।

SHARE THIS

RELATED ARTICLES

LEAVE COMMENT