ବିଜୁ ପଟ୍ଟନାୟକ ବିମାନ ବନ୍ଦରରରୁ ଯୁବକଙ୍କୁ ଅପହରଣ ଉଦ୍ୟମ  

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲ-୨ରେ  ଆଜି ଦିନ ଦ୍ୱିପହରେ ଦିଲ୍ଲୀରୁ ଆସିଥିବା ଜଣେ ଯୁବକଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାମ ବିଏସ ଯାଦବ। ତେବେ ସେ ଚିତ୍କାର କରିବାରୁ ତାଙ୍କୁ ଅପହରଣକାରୀମାନେ ଛାଡି ପଳାଇ ଯାଇଥିଲେ। ଏଇ ଅପହରଣ ଉଦ୍ୟମର ପୂରା ଦୃଶ୍ୟ ସିସଟିଭି କ୍ୟାମେରାରେ କଏଦ ହୋଇଥିଲା। କମିଶନରେଟ୍‌ ପୋଲିସ୍‌ ଘଟଣାର ତଦନ୍ତ କରୁଛି। ବିଏସ ଯାଦବ କହିଛନ୍ତି,“ଆମେ ତିନି ଜଣ ଲୋକ ଦିଲ୍ଲୀରୁ […]

bhu

bhu

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 09:21 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲ-୨ରେ  ଆଜି ଦିନ ଦ୍ୱିପହରେ ଦିଲ୍ଲୀରୁ ଆସିଥିବା ଜଣେ ଯୁବକଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାମ ବିଏସ ଯାଦବ। ତେବେ ସେ ଚିତ୍କାର କରିବାରୁ ତାଙ୍କୁ ଅପହରଣକାରୀମାନେ ଛାଡି ପଳାଇ ଯାଇଥିଲେ। ଏଇ ଅପହରଣ ଉଦ୍ୟମର ପୂରା ଦୃଶ୍ୟ ସିସଟିଭି କ୍ୟାମେରାରେ କଏଦ ହୋଇଥିଲା। କମିଶନରେଟ୍‌ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ବିଏସ ଯାଦବ କହିଛନ୍ତି,“ଆମେ ତିନି ଜଣ ଲୋକ ଦିଲ୍ଲୀରୁ ଆସିଥିଲୁ। ଜଣେ ବନ୍ଧୁ ବୁଲିବା ପାଇଁ ମୋତେ ଡାକିଥିଲା।  ରାତିରେ ସେମାନେ ମୋତେ  ମଦ ପିଇବାକୁ କହିଲେ। ସେମାନେ ମୋତେ ଅପହରଣ କରିବାକୁ ଚାହୁଁଥିଲେ। ମୁଁ ପୋଲିସକୁ ଫୋନ କରିଥିଲି। ମୋତେ ଏହି ଅଞ୍ଚଳ ବିଷୟରେ  କିଛି ଜଣାନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story