କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ବିଜୁ ପଟ୍ଟନାୟକ ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିଲା। ଏହି ସମାରୋହରେ ୨୦୧୬ ବର୍ଷ ପାଇଁ ବିଭିନ୍ନ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡ଼ାକ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ପାଇଁ  ପଞ୍ଚାନନ ଗନ୍ତାୟତ, କ୍ରୀଡ଼ାକ୍ଷେତ୍ରରେ ପ୍ରୋତ୍ସାହନ ଓ ଶ୍ରେଷ୍ଠ ଅବଦାନ ପାଇଁ ହରିପ୍ରସାଦ ପଟ୍ଟନାୟକ, କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦୂତୀ ଚାନ୍ଦ, ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 01:46 PM IST

Sports

Latest News

ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ବିଜୁ ପଟ୍ଟନାୟକ ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିଲା। ଏହି ସମାରୋହରେ ୨୦୧୬ ବର୍ଷ ପାଇଁ ବିଭିନ୍ନ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡ଼ାକ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ପାଇଁ  ପଞ୍ଚାନନ ଗନ୍ତାୟତ, କ୍ରୀଡ଼ାକ୍ଷେତ୍ରରେ ପ୍ରୋତ୍ସାହନ ଓ ଶ୍ରେଷ୍ଠ ଅବଦାନ ପାଇଁ ହରିପ୍ରସାଦ ପଟ୍ଟନାୟକ, କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦୂତୀ ଚାନ୍ଦ, ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ପାଇଁ ସଂହିତା ଦାସ ଓ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପାଇଁ ଅଶୋକ କୁମାର ପଣ୍ଡା ଓ ରଜନୀକାନ୍ତ ଶତ୍ରୁସଲ୍ୟଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ୨୦୧୬ ବର୍ଷ ପାଇଁ ହରିଚନ୍ଦ୍ର ହିଆଲ ଓ ମହୋନ ଗରଡ଼ାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ସମାଜ ସେବା ପାଇଁ ମୀରା ପରିଡ଼ା, ଝସକେତନ ରଣା, ମନୋଜ କୁମାର ଦାନୀ, ଦିନେଶ କୁମାର ମଲ୍ଲି, ଚିନ୍ମୟ କୁମାର ବେବର୍ତ୍ତା ଓ ଗ୍ରେସୀ ମୋଲ୍ ବାଗଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ  ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଥିଲେ।

https://www.youtube.com/watch?v=g5HLfRNB3mw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story