ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରାଯାଉଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି। ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ବାଣୀବିହାର ଛକରୁ ମାଷ୍ଟରକ୍ୟାଣ୍ଟିନ ଯାଏଁ ବାଇକ୍ ରାଲି କରିଛନ୍ତି। ବିବାଦୀୟ ସିଡି ଓ ରିଷି ମୃତ୍ୟୁ ଘଟଣାରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଦାବିରେ ବିଜେପି ଏହି ବନ୍ଦ ପାଳନ କରିଥିଲା। ନେତା ଓ […]

bjp-rally-in-bbsr

bjp-rally-in-bbsr

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 11:00 PM IST

Sports

Latest News

kfcଭୁବନେଶ୍ୱର: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରାଯାଉଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି। ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ବାଣୀବିହାର ଛକରୁ ମାଷ୍ଟରକ୍ୟାଣ୍ଟିନ ଯାଏଁ ବାଇକ୍ ରାଲି କରିଛନ୍ତି।

ବିବାଦୀୟ ସିଡି ଓ ରିଷି ମୃତ୍ୟୁ ଘଟଣାରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଦାବିରେ ବିଜେପି ଏହି ବନ୍ଦ ପାଳନ କରିଥିଲା। ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ଯୋଜନା ମୁତାବକ ୮୦ଟି ସ୍ଥାନରେ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ତେବେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ବନ୍ଦକୁ ବିରୋଧ କରି ବାଣୀବିହାର ଛକରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ଏକ କାଉଣ୍ଟର ବାଇକ୍ ରାଲି କରିଥିଲେ। ଏହାସହ ଶହ ଶହ ମହିଳା ହାତରେ ବିଜେଡି ପତାକା ଧରି ଶୋଭାଯାତ୍ରାରେ ବାହାରି ଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଉଭୟଙ୍କୁ ଘଉଡାଇ ଦେଇଥିଲେ। ଏପରିକି କିଛି ନେତା ଓ କର୍ମୀଙ୍କୁ ଗିରଫ କରିଥିଲେ। ଏହି ସମୟରେ ରାମ ମନ୍ଦିର ଓ ମାଷ୍ଟର କ୍ୟାଣ୍ଟିନ ଛକରେ ଦୁଇ ଦଳର କର୍ମୀ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ। ପରେ ଏହା ଉଗ୍ରରୂପ ନେଇଥିଲା।

ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି,“ବିଜେଡି କର୍ମୀମାନେ ପିକେଟିଂ କରିବାକୁ ଆସି ନ ଥିଲେ। ସେମାନେ ଗୁଣ୍ଡାରାଜ କରିବାକୁ ଆସିଥିଲେ। ବାଣୀବିହାର, ଶହିଦନଗର ଓ ମାଷ୍ଟରକ୍ୟାଣ୍ଟିନ ଛକରେ ଗୁଣ୍ଡାରାଜ କରୁଛନ୍ତି। ବିଜେପିର କାର୍ଯ୍ୟକାର୍ତ୍ତାମାନଙ୍କୁ ବାଡେଇଛନ୍ତି।”

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ବିଜେଡି କର୍ମୀ ଓ ଗୁଣ୍ଡା ବିଜେପି କର୍ମୀଙ୍କୁ ଆକ୍ରମଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆମେ ଏହାର ଜବାବ ମାଗିବୁ। ଆଗକୁ ମୁଖ୍ୟମନ୍ତ୍ରୀ କିପରି ସବୁ ଜିଲ୍ଲାକୁ ଯିବେ ଦେଖାଯିବ।”

 ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ରାମ ମନ୍ଦିରଠାରେ ବିଜେଡି କର୍ମୀ ଫାଙ୍କା ଗୁଳିଚାଳନା କରିଛନ୍ତି।”

ସମୀର ଦେ କହିଛନ୍ତି,“ବିଜେଡିର କିଛି ଗୁଣ୍ଡା ପୋଲିସର ହାତ ବାରିସି ସାଜିଛନ୍ତି। ସେମାନେ ଆସି ବିଜେପି କର୍ମକର୍ତ୍ତାଙ୍କୁ ବାଡେଇଛନ୍ତି। ଆମେ ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କରୁଥିବା ବେଳେ ବିଜେଡି କର୍ମୀମାନେ ଆତଙ୍କ ସୃଷ୍ଟି କରୁଛନ୍ତି। ଏଥିରେ ବିଜେପି ଚୁପ୍‌ ରହିବ ନାହିଁ। ଭୁବନେଶ୍ୱର ମେୟର ନିଶ୍ଚିନ୍ତ ଇସ୍ତଫା ଦେବେ। ମୁଖ୍ୟମନ୍ତ୍ରୀ ମେୟରଙ୍କୁ ବହିଷ୍କାର ନ କଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”

କେଏଫ୍‌ସି ରେସ୍ତୁରାଁରେ ଭଙ୍ଗାରୁଜା

ରାମ ମନ୍ଦିର ଛକ ନିକଟରେ ଥିବା ଏଏଫ୍‌ସି ରେସ୍ତୁରାଁରେ ବିଜେପି କର୍ମୀମାନେ ଭଙ୍ଗାରୁଜା କରିଥିଲେ। ବହୁ ସଂଖ୍ୟାରେ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ପିକେଟିଂ କରିବା ସହ ଭଙ୍ଗାରୁଜା କରିଥିଲେ।

‘ସିସିଟିଭି ଫୁଟେଜ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ’

ବନ୍ଦ ପାଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ୱାଇ.ବି. ଖୁରାନିଆ। ସେ କହିଛନ୍ତି,“ବନ୍ଦ ବେଳେ ୨ରୁ ୩ଟି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି। ହିଂସାକାଣ୍ଡର ସିସିଟିଭି ଫୁଟେଜ ଅଛି। ଏହାକୁ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

‘ଶାସକ ଦଳ ଗଣତନ୍ତ୍ରର ସର୍ବନିମ୍ନ ମୂଲ୍ୟବୋଧକୁ ସମ୍ମାନ ଦେବା ଭଳି ଲାଗୁନାହିଁ’

ବିଜେପିର ବନ୍ଦ ପାଳନ ବେଳେ ବିଜେଡିର ପ୍ରତିରୋଧକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି,“ପ୍ରତିବାଦକୁ ସମ୍ମାନ ଦେବା ଓ ସ୍ୱୀକାର କରିବା ଗଣତନ୍ତ୍ରର ମୂଳମନ୍ତ୍ର। ମାତ୍ର ଭୁବନେଶ୍ୱରରେ ବିଜେପିର ହରତାଳ ବେଳେ ସ୍ଥାନୀୟ ଶାସକ ଦଳ ଗଣତନ୍ତ୍ରର ସର୍ବନିମ୍ନ ମୂଲ୍ୟବୋଧକୁ ସମ୍ମାନ ଦେବା ଭଳି ଲାଗୁନାହିଁ। ଗଣତନ୍ତ୍ରରେ ପ୍ରତିବାଦ ରହିବ। ମାତ୍ର ଯେଉଁ ପ୍ରସଙ୍ଗ ବିତର୍କିତ ହେଉଛି, ତାକୁ ନିର୍ଣ୍ଣାୟକ ମୋଡ଼କୁ ନେବା ଜରୁରୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story