ବିଜେଡିକୁ ୯ଟି ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂ ଟାର୍ଗେଟ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ସେ ରାଜ୍ୟ ସରକାରଙ୍କୁ ବିଭନ୍ନ ପ୍ରସଙ୍ଗରେ ୯ଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି,“ରାଜ୍ୟରେ ୩ କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ କାହିଁକି ରାସନକାର୍ଡ ମିଳିନାହିଁ। ଚାଷୀଙ୍କ ପାଖରୁ କାହିଁକି ଧାନ କିଣା ଯାଉନାହିଁ। କାହିଁକି ସେମାନଙ୍କୁ ସଠିକ୍‌ ମୂଲ୍ୟ ଦିଆଯାଉ ନାହିଁ? ନବୀନ ସରକାରଙ୍କ ୧୭ ବର୍ଷ ଶାସନ କାଳରେ ମଧ୍ୟ ଗରିବ […]

arun sinngh

arun sinngh

Rakesh Mallick
  • Published: Monday, 30 January 2017
  • Updated: 30 January 2017, 02:37 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂ ଟାର୍ଗେଟ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ସେ ରାଜ୍ୟ ସରକାରଙ୍କୁ ବିଭନ୍ନ ପ୍ରସଙ୍ଗରେ ୯ଟି ପ୍ରଶ୍ନ ପଚାରିଛନ୍ତି।

ସେ କହିଛନ୍ତି,“ରାଜ୍ୟରେ ୩ କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ କାହିଁକି ରାସନକାର୍ଡ ମିଳିନାହିଁ। ଚାଷୀଙ୍କ ପାଖରୁ କାହିଁକି ଧାନ କିଣା ଯାଉନାହିଁ। କାହିଁକି ସେମାନଙ୍କୁ ସଠିକ୍‌ ମୂଲ୍ୟ ଦିଆଯାଉ ନାହିଁ? ନବୀନ ସରକାରଙ୍କ ୧୭ ବର୍ଷ ଶାସନ କାଳରେ ମଧ୍ୟ ଗରିବ ଲୋକମାନଙ୍କୁ ପକ୍କା ଘର ମିଳିପାରିନାହିଁ।”

ସେହିପରି ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳୁନାହିଁ। ପାଇପ ଯୋଗେ ମାତ୍ର ୨ପ୍ରତିଶତ ଲୋକ ସ୍ୱଚ୍ଛ ଜଳ ପାଉଛନ୍ତି। ହସପିଟାଲକୁ ରୋଗୀ ଯାଇ ଫେରି ଆସୁଛନ୍ତି। ଡାକ୍ତରଖାନାରେ ଡାକ୍ତର, ମେଡିସିନ୍‌ ଓ ବେଡ୍‌ ନାହିଁ। ଗାଁରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଜୁଳି ମିଳି ପାରି ନାହିଁ। ରାଜ୍ୟରେ ନିଯୁକ୍ତି ଅଭାବରୁ ଶିକ୍ଷିତ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଓ ନିର୍ଯାତନାର ଶିକାର ହେଉଛନ୍ତି।୧୭ ବର୍ଷ ଶାସନ କାଳରେ ନବୀନ ବାବୁ କ’ଣ କରୁଥିଲେ ବୋଲି ଅରୁଣ ସିଂହ ପଚାରିଛନ୍ତି।

ସେ ଆହୁରି କହିଛନ୍ତି,“ ଚିଟଫଣ୍ଡ ଠକେଇ ନେଇ କେତେ ସଂସ୍ଥାକୁ ବିଜେଡି ଜେଲ୍‌ ପଠାଉଛି। କିନ୍ତୁ ପଞ୍ଚାୟତରେ ଯେଉଁ ଭ୍ରଷ୍ଟାଚାର ହେଉଛି ସେଥିପାଇଁ କିଏ ଦାୟ?ବିଜେଡି ପ୍ରଶାସନର ଦୁରୁପଯୋଗ କରୁଛି। ଆମେ ଆଶା କରୁଛୁ,ସାଧାରଣ ଜନତା ବିଜେଡିକୁ ଏପରି ଧୂଳି ଚଟାନ୍ତୁ ଯେପରି ଦଳ ଚାରିପାଞ୍ଜିରୁ ଚାଲିଯିବ ।ଭାରତୀୟ ଜନତା ପାର୍ଟି ଓଡ଼ିଶା ଲୋକଙ୍କ ସାଙ୍ଗରେ ରହିଛି।”

କଂଗ୍ରେସ  ହେଉଛି ବୁଡ଼ି ଯାଉଥିବା ଜାହାଜ। କଂଗ୍ରେସ ଭ୍ରଷ୍ଟାଚାରରେ ବୁଡ଼ି ରହିଛି ଓ ବିଜେଡିକୁ ପରୋକ୍ଷରେ ସହଯୋଗ କରୁଛି ବୋଲି ଅରୁଣ ସିଂହ  ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ ପ୍ରଭାରୀ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ଆମ ଦଳ ପକ୍ଷରୁ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି। ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଗାଁରେ ବୁଲି ବିଜେଡି ସରକାରଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, ରଘୁବର ଦାସ, ଓ ଅଜୁର୍ନ ମୁଣ୍ଡା ନିର୍ବାଚନ  ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଶା ଆସୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story