ବିଜେଡିକୁ ପରାଜୟ ଭୟ! ଲୋକଙ୍କ ପାଖକୁ ଯିବେ ନବୀନ, ଗଠନ ହେବ ଓ୍ୱାର୍ଡ କମିଟି

ଭୁବନେଶ୍ୱର: ବଦଳୁଛି ବିଜେଡିର ସାଙ୍ଗଠନିକ ଢାଞ୍ଚା। ବଦଳୁଛି ମୁଖ୍ୟମନ୍ତ୍ରୀଙ୍କ ଓ୍ୱାର୍କିଂ ଷ୍ଟାଇଲ୍। ଏଣିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଲୋକଙ୍କ ସହ ଯୋଡି ହେବେ। ‘ବିଜେପିର ବୁଥ୍ ମଜଭୁତ’କୁ କାଉଣ୍ଟର ଲାଗି ଓ୍ୱାର୍ଡରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି। ‘ଆମ ସହର ଆମ ଉନ୍ନତି’ ଅଭିଯାନ ମାଧ୍ୟମରେ ବ୍ରହ୍ମପୁରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ସ୍ଥିର ହୋଇଛି। ସେପଟେ ଆଜି ପର୍ଯ୍ୟବେକ୍ଷକମାନଙ୍କୁ ନେଇ ମାନସମନ୍ଥନ ହୋଇଥିଲା। ଦୁଇ ମାସ ଭିତରେ ଓ୍ୱାର୍ଡ […]

bjd metting

bjd metting

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 07:57 PM IST

ଭୁବନେଶ୍ୱର: ବଦଳୁଛି ବିଜେଡିର ସାଙ୍ଗଠନିକ ଢାଞ୍ଚା। ବଦଳୁଛି ମୁଖ୍ୟମନ୍ତ୍ରୀଙ୍କ ଓ୍ୱାର୍କିଂ ଷ୍ଟାଇଲ୍। ଏଣିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଲୋକଙ୍କ ସହ ଯୋଡି ହେବେ। ‘ବିଜେପିର ବୁଥ୍ ମଜଭୁତ’କୁ କାଉଣ୍ଟର ଲାଗି ଓ୍ୱାର୍ଡରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି। ‘ଆମ ସହର ଆମ ଉନ୍ନତି’ ଅଭିଯାନ ମାଧ୍ୟମରେ ବ୍ରହ୍ମପୁରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ସ୍ଥିର ହୋଇଛି। ସେପଟେ ଆଜି ପର୍ଯ୍ୟବେକ୍ଷକମାନଙ୍କୁ ନେଇ ମାନସମନ୍ଥନ ହୋଇଥିଲା। ଦୁଇ ମାସ ଭିତରେ ଓ୍ୱାର୍ଡ କମିଟି ଗଠନ କରିବା ସହ ବିରୋଧୀଙ୍କ ଅପପ୍ରଚାରକୁ କାଉଣ୍ଟର ଲାଗି ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦିଆଯାଇଛି।

ପଞ୍ଚାୟତ ଝଟକା ପରେ ବିଜେଡିର ନୂଆ ଫର୍ମୁଲା। ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ଓ୍ୱାର୍ଡରେ ପହଞ୍ଚିବେ। ଗାଁ ଲୋକଙ୍କ ସମସ୍ୟା ବୁଝିବେ। ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଦଳ ଏଭଳି ଯୋଜନା ପ୍ରସ୍ତୁତ କରୁଛି। ଗଞ୍ଜାମ ଜିଲ୍ଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ‘ମୋ’ ବୁଥ୍‌ ସବୁଠୁ  ମଜଭୁତ୍’ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ୍ୱାର୍ଡକୁ ଯିବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଶାସନ ଦବିସ ଅବସରରେ ନବୀନ ବ୍ରହ୍ଣପୁରର ୨୩ ନଂ ଓ୍ୱାର୍ଡରେ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବେ।

ବ୍ରହ୍ଣପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି-“ଆଗରୁ ସାଧାରଣ ଲୋକେ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲେ। ଏବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସାମାଧାନ କରିବ।”

ଅନ୍ୟପକ୍ଷରେ ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ବସିଥିଲା ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଦୁଇ ମାସ ଭିତରେ ଓ୍ୱାର୍ଡ କମିଟି ଗଠନ କରିବା ସହ ବିରୋଧୀଙ୍କ ଅପପ୍ରଚାରକୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏନେଇ ଏକ ବିସ୍ତୃତ ଫର୍ମାଟ ବି ପର୍ଯ୍ୟବେକ୍ଷକମାନଙ୍କୁ ଦିଆଯାଇଛି।

ଉପସଭାପତି ଦାମୋଦର ରାଉତ କହିଛନ୍ତି-“ୱାର୍ଡ଼ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଜେଡିକୁ ସୁଦୃଢ଼ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଛଡ଼ା ପ୍ରତିପକ୍ଷଙ୍କ ଅପପ୍ରଚାର ରୋକିବା ପାଇଁ ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story