ଓଡ଼ିଶା ଦଖଲ କରିବା ବିଜେପି ପାଇଁ ସହଜ ହୋଇଗଲାଣି, ୨୦୧୯ରେ ବହୁମତରେ ଜିତିବ: ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର: ସମୟ ଥିଲା ଓଡ଼ିଶାରେ ବିଜେପି ଲଢ଼େଇରେ ଅଛି ବୋଲି ଲୋକେ ଭାବୁ ନ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଏ ଧାରଣା ବଦଳି ଯାଇଛି। ଓଡ଼ିଶା ଏବେ ବିଜେପି ପାଇଁ ସହଜ ହୋଇଗଲାଣି।  ୨୦୧୯ରେ ବିଧାନସଭା ନିର୍ବାଚନରେ ଦଳ ଏଠାରେ ବହୁମତରେ ବିଜୟୀ ହେବ।  ଦଳୀୟ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ଅବସରରେ ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି […]

yogi

yogi

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 01:18 PM IST

Sports

Latest News

ଭୁବନେଶ୍ୱର: ସମୟ ଥିଲା ଓଡ଼ିଶାରେ ବିଜେପି ଲଢ଼େଇରେ ଅଛି ବୋଲି ଲୋକେ ଭାବୁ ନ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଏ ଧାରଣା ବଦଳି ଯାଇଛି। ଓଡ଼ିଶା ଏବେ ବିଜେପି ପାଇଁ ସହଜ ହୋଇଗଲାଣି।  ୨୦୧୯ରେ ବିଧାନସଭା ନିର୍ବାଚନରେ ଦଳ ଏଠାରେ ବହୁମତରେ ବିଜୟୀ ହେବ।  ଦଳୀୟ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ଅବସରରେ ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସେ କହିଛନ୍ତି ୨୦୧୯ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ୧ ନମ୍ବରରେ ରହିବ।

ଏହା ସହିତ ଯୋଗୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ନବୀନ ବାବୁ ୧୭ ବର୍ଷ ହେଲା ଏଠି କ୍ଷମତାରେ ଅଛନ୍ତି। କିନ୍ତୁ ଓଡ଼ିଶାର ବିକାଶ ସମ୍ଭବ ହୋଇପାରିନି। ଏବେ ରାଜ୍ୟରେ ଗରିବଙ୍କ ସଂଖ୍ୟା ୪୭ ପ୍ରତିଶତରୁ ଅଧିକ। ଲୋକେ ପାନୀୟ ଜଳ ପାଉ ନାହାନ୍ତି।”

ଓଡ଼ିଶାର ନବୀନ ବାବୁଙ୍କ ୧୭ ବର୍ଷର ଶାସନ କାଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ବର୍ଷର ଶାସନ କାଳ ସହିତ ତୁଳନା କଲେ ବିକାଶ ଦେଖାଯିବ ବୋଲି ସେ କହିଛନ୍ତି।

ଯୋଗୀ କହିଛନ୍ତି,“କାଳେ ବିଜେପି ଫାଇଦା ମାରି ନେଇ ଯିବ ସେଥିପାଇଁ ଓଡ଼ିଶା ସରକାର କୃଷକଙ୍କ ପାଇଁ କେନ୍ଦ୍ର ଲାଗୁ କରିଥିବା ଯୋଜନା ଲାଗୁ କରୁ ନ ଥିଲେ।“

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story