ସଲମାନ ପରି ବଡି ତିଆରି ନିଶାରେ ଏହି ରୋଗର ଶିକାର ହେଉଛନ୍ତି ଯୁବପିଢି

ଏବେ ଚାଲିଛି ସିକ୍ସ୍‌ ପ୍ୟାକ୍‌ କ୍ରେଜ୍‌। ଏମିତି ଶରୀରର ଗଠନ ଲାଗି ଯୁବପିଢି ଜିମ୍‌ ଯିବା ସହ ପ୍ରୋଟିନ୍‌ ଡାଏଟ୍‌ ନେଇଥାନ୍ତି। ସଲମାନ ଖାନ, ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫ୍‌ ଭଳି ବଡି ପାଇବା ପାଇଁ  ଯୁବପିଢି ମାନେ  steroid ସହ ଓ ହର୍ମୋନ ଇଞ୍ଜେକ୍ସନ ନେଇଥାନ୍ତି। ଏହି ସବୁର ପାର୍ଶ୍ୱପ୍ରତିକ୍ରିୟା ରହିଛି। ଯାହାଫଳରେ କିଡ୍‌ନୀ ଫେଲ୍‌ ହୋଇଯିବାର ଆଶଙ୍କା ମଧ୍ୟ ରହିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଅଧିକ କୀଡ୍‌ନୀ ଖରାପ ହୋଇଯିବା […]

Salman-Tiger

Salman-Tiger

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 12:47 PM IST

Sports

Latest News

ଏବେ ଚାଲିଛି ସିକ୍ସ୍‌ ପ୍ୟାକ୍‌ କ୍ରେଜ୍‌। ଏମିତି ଶରୀରର ଗଠନ ଲାଗି ଯୁବପିଢି ଜିମ୍‌ ଯିବା ସହ ପ୍ରୋଟିନ୍‌ ଡାଏଟ୍‌ ନେଇଥାନ୍ତି। ସଲମାନ ଖାନ, ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫ୍‌ ଭଳି ବଡି ପାଇବା ପାଇଁ  ଯୁବପିଢି ମାନେ  steroid ସହ ଓ ହର୍ମୋନ ଇଞ୍ଜେକ୍ସନ ନେଇଥାନ୍ତି। ଏହି ସବୁର ପାର୍ଶ୍ୱପ୍ରତିକ୍ରିୟା ରହିଛି। ଯାହାଫଳରେ କିଡ୍‌ନୀ ଫେଲ୍‌ ହୋଇଯିବାର ଆଶଙ୍କା ମଧ୍ୟ ରହିଛି।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଅଧିକ କୀଡ୍‌ନୀ ଖରାପ ହୋଇଯିବା ପଛରେ କାରଣ ହେଉଛି ସିକ୍ସପ୍ୟାକ୍‌ ନିଶା। ମୁଖ୍ୟତଃ ଜିମ୍‌ରେ କରାଯାଉଥିବା ବିଶେଷ ପ୍ରକାର ବ୍ୟାୟାମ ଶରୀର ଉପରେ କୁପ୍ରଭାବ ପକାଇଥାଏ।

ବ୍ୟାୟାମ ଓ ଯୋଗ ଶରୀର ପାଇଁ ଭଲ। ହେଲେ ଏହାର ବିକ୍ଢତ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେବେ ଶାରୀରରିକ କାର୍ଯ୍ୟ ଓ ପାଦରେ ଚାଲିବା ଦେହ ପାଇଁ ଭଲ। ପ୍ରତ୍ୟେକ ବ୍ୟକ୍ତିର ଶରୀର ଗଠନ ଅଲଗା ପ୍ରକାର। ଏଥିଲାଗି ଅନ୍ୟ ବ୍ୟକ୍ତିକୁ ଦେଖି ପ୍ରଲୋଭିତ ନହୋଇ ନିଜ ଶରୀରକୁ ସୁସ୍ଥ ରଖିବା ଲାଗି ଉଚିତ ବ୍ୟାୟାମ, ଚାଲିବା, ଯୋଗ, ସଠିକ୍‌ ଖାଦ୍ୟକୁ ଆପଣାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story