ଏକତରଫା ପ୍ରେମରେ ହିଂସ୍ର ମୋଡ଼, ଛୁରାମାଡ଼ କଲା ‍ବିଫଳ ପ୍ରେମିକ

ସମ୍ବଲପୁର: ଭୁଜାଲି ମାଡ଼ରେ ଜଣେ ମୃତ, ଜଣେ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଛୁରା ମାଡ଼ ହୋଇଛି। ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜଣେ ଅଣ ଛାତ୍ର ଏହି କାଣ୍ଡ ଭିଆଇ ଫେରାର ହୋଇଯାଇଛି। ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି।  ଚିକିତ୍ସା ପାଇଁ  ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

 

 

 

Previous ArticleNext Article

Send this to a friend