ଭିମ୍‌ସାରରେ ଅଚଳାବସ୍ଥା ଜାରି: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ଆଗ ଆନ୍ଦୋଳନ ବନ୍ଦ କର, ତା’ପରେ ଆଲୋଚନା

ଭୁବନେଶ୍ୱର: ବୁର୍ଲା ଭିମ୍‌ସାରରେ ଚାଲିଥିବା ଅଚଳାବସ୍ଥା ଦୂର ପାଇଁ ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ। ପରେ ଯାଇ ଆଲୋଚନା ମାଧ୍ୟମ ସମସ୍ୟା ସମାଧାନ କରାଯିବ। ଆଜି ଏପରି ଢ଼ଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବୁର୍ଲା ଛାତ୍ର ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ମଧ୍ୟ ଭିମସାରରେ ଆନ୍ଦୋଳନ ଚାଲିଛି। ପିଜି ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଡି ବସିଛନ୍ତି। ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରତ୍ୟାହାର ନଚେତ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଅବସ୍ଥାପିତ ଓ ଛାତ୍ରୀଙ୍କୁ ସୁରକ୍ଷା ଆଦି […]

pratap jena

pratap jena

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 11:23 PM IST

Sports

Latest News

ଭୁବନେଶ୍ୱର: ବୁର୍ଲା ଭିମ୍‌ସାରରେ ଚାଲିଥିବା ଅଚଳାବସ୍ଥା ଦୂର ପାଇଁ ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ। ପରେ ଯାଇ ଆଲୋଚନା ମାଧ୍ୟମ ସମସ୍ୟା ସମାଧାନ କରାଯିବ। ଆଜି ଏପରି ଢ଼ଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବୁର୍ଲା ଛାତ୍ର ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ମଧ୍ୟ ଭିମସାରରେ ଆନ୍ଦୋଳନ ଚାଲିଛି। ପିଜି ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଡି ବସିଛନ୍ତି। ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରତ୍ୟାହାର ନଚେତ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଅବସ୍ଥାପିତ ଓ ଛାତ୍ରୀଙ୍କୁ ସୁରକ୍ଷା ଆଦି ପ୍ରମୁଖ ଦାବିରେ ଅଡ଼ି ବସିଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ। ତେବେ ବୁର୍ଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରି କଳାବ୍ୟାଜ୍ ପିନ୍ଧିଛନ୍ତି ବୁର୍ଲା ଏମ୍‌ବିଏସ୍ ଛାତ୍ରଛାତ୍ରୀଙ୍କ ସମେତ ଏସ୍‌ସିବି ପିଜି ଛାତ୍ର, ହାଉସ ସର୍ଜନ ଓ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ। କଲେଜର ସିନିୟର ରେସିଡେଣ୍ଟ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେହିପରି ବୁର୍ଲା ଡାକ୍ତର ଛାତ୍ରଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି MKCG ମେଡିକାଲର ଛାତ୍ରଛାତ୍ରୀମାନେ। ଆନ୍ଦୋଳନ ଯୋଗୁ ମେଡ଼ିକାଲରେ ଚିକିତ୍ସା ସେବା ପ୍ରଭାବିତ ହେବା ସମ୍ଭାବନା ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story