କହୁକହୁ କହିଦେଲି: ଆଉ କାହା ହାତରେ ସିବିଆଇ କଲମ ?

ଓଡ଼ିଶାରେ ଏବେ ସବୁଠି ସିବିଆଇ ଚର୍ଚ୍ଚା। ସତରେ କ’ଣ ସିବିଆଇ ଆଉ କାହା ଦ୍ୱାରା ପରିଚାଳିତ ? କେଜାଣି ହେଇଥିବ। ବିଜେଡି ବାଲାଏ କହୁଛନ୍ତି, କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦେଶରେ ସିବିଆଇ ତାଙ୍କ ବିଧାୟକଙ୍କୁ ମିଛରେ ଗିରଫ କରୁଛି। ହେଇଥିବ। ତେଣୁ ଓଡ଼ିଶାରେ ବିଜେଡି-ବିଜେପି ଲଢେ଼ଇ, କଥା କଟାକଟି, ଆରୋପ ପ୍ରତ୍ୟାରୋପ। ଏବେ ପୁଣି ସିବିଆଇ ଆଉଗୋଟେ ଅଡୁଆରେ ଫସିଛି। କିଛି ସିବିଆଇ ଅଫିସର କାଳେ କଟକରେ ରହୁଥିବା ଜଣେ ହାଇକୋର୍ଟ ଜଜ୍‌ଙ୍କ ଘରେ ରାତି ଅଧିଆ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 09:00 PM IST

Sports

Latest News

ଓଡ଼ିଶାରେ ଏବେ ସବୁଠି ସିବିଆଇ ଚର୍ଚ୍ଚା। ସତରେ କ’ଣ ସିବିଆଇ ଆଉ କାହା ଦ୍ୱାରା ପରିଚାଳିତ ? କେଜାଣି ହେଇଥିବ। ବିଜେଡି ବାଲାଏ କହୁଛନ୍ତି, କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦେଶରେ ସିବିଆଇ ତାଙ୍କ ବିଧାୟକଙ୍କୁ ମିଛରେ ଗିରଫ କରୁଛି। ହେଇଥିବ। ତେଣୁ ଓଡ଼ିଶାରେ ବିଜେଡି-ବିଜେପି ଲଢେ଼ଇ, କଥା କଟାକଟି, ଆରୋପ ପ୍ରତ୍ୟାରୋପ। ଏବେ ପୁଣି ସିବିଆଇ ଆଉଗୋଟେ ଅଡୁଆରେ ଫସିଛି। କିଛି ସିବିଆଇ ଅଫିସର କାଳେ କଟକରେ ରହୁଥିବା ଜଣେ ହାଇକୋର୍ଟ ଜଜ୍‌ଙ୍କ ଘରେ ରାତି ଅଧିଆ ପଶିବାକୁ ଉଦ୍ୟମ କରୁଥିଲେ। ଏହାକୁ ନେଇ ଓଡ଼ିଶା ପୋଲିସ୍ ଏବେ ସିବିଆଇ ନାଁରେ ଗୋଟେ ମାମଲା ପିଟିଛି। ବିଚରା ସିବିଆଇ! ଫସିଗଲା। ତେବେ ସିବିଆଇକୁ କିଏ କୋଉଠି ପରିଚାଳନା କରୁଛି ତାହା ତ ଆମେ ଜାଣିନୁ, କିନ୍ତୁ ଏହାକୁ ନେଇ ଯୁବ କାଟୁର୍ନିଷ୍ଟ ସ୍ୱସ୍ତିକ ପ୍ରସ୍ତୁତ କରିଛନ୍ତି ଏହି କାଟୁର୍ନ୍ ଆଇଟମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story