ବେଶୀ କାଜୁ ଖାଉଛନ୍ତି କି ? ଭୋଗିପାରନ୍ତି ଏହି ସବୁ ସମସ୍ୟା

କୁହାଯାଏ କାଜୁ ଖାଇଲେ ଶକ୍ତି ବୃଦ୍ଧି ହୁଏ। ତେଣୁ ପ୍ରାୟ ସମସ୍ତେ କାଜୁ, ଆଲମଣ୍ଡ, ଅଖରୋଟ ପ୍ରଭୃତ ଫିଜିକାଲ ଫିଟନେସ୍ ପାଇଁ ଖାଇଥାନ୍ତି।  ଖେଳାଳିମାନଙ୍କର ଏହା କୌଣସି କ୍ଷତି କରେ ନାହିଁ ସତ କିନ୍ତୁ ଯେଉଁମାନେ ବେଶୀ ଚଳପ୍ରଚଳ କରନ୍ତି ନାହିଁ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ବସନ୍ତି ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ଆସନ୍ତୁ ଜାଣିବା କାଜୁ ଆମ ଶରୀରର କ’ଣ କ୍ଷତି କରିଥାଏ। ଓଜନ ବଢ଼ାଏ- ଯେଉଁମାନେ ଡାଇଟିଂ କରୁଛନ୍ତି ସେମାନେ କାଜୁ […]

kaju_650x400_61519458125

kaju_650x400_61519458125

Rakesh Mallick
  • Published: Thursday, 01 March 2018
  • Updated: 02 March 2018, 01:27 PM IST

Sports

Latest News

କୁହାଯାଏ କାଜୁ ଖାଇଲେ ଶକ୍ତି ବୃଦ୍ଧି ହୁଏ। ତେଣୁ ପ୍ରାୟ ସମସ୍ତେ କାଜୁ, ଆଲମଣ୍ଡ, ଅଖରୋଟ ପ୍ରଭୃତ ଫିଜିକାଲ ଫିଟନେସ୍ ପାଇଁ ଖାଇଥାନ୍ତି।  ଖେଳାଳିମାନଙ୍କର ଏହା କୌଣସି କ୍ଷତି କରେ ନାହିଁ ସତ କିନ୍ତୁ ଯେଉଁମାନେ ବେଶୀ ଚଳପ୍ରଚଳ କରନ୍ତି ନାହିଁ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ବସନ୍ତି ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ଆସନ୍ତୁ ଜାଣିବା କାଜୁ ଆମ ଶରୀରର କ’ଣ କ୍ଷତି କରିଥାଏ।

ଓଜନ ବଢ଼ାଏ- ଯେଉଁମାନେ ଡାଇଟିଂ କରୁଛନ୍ତି ସେମାନେ କାଜୁ ଖାଆନ୍ତୁ ନାହିଁ। ଏହା ବହୁତ ଶୀଘ୍ର ଓଜନ ବଢ଼ାଇଥାଏ। ୩ ରୁ ୪ ଟି କାଜୁରେ ପ୍ରାୟ ୧୬୩ କ୍ୟାଲୋରୀ ଓ ଫ୍ୟାଟ୍ ଥାଏ।

ହାର୍ଟ ଓ କିଡନି ଜନିତ ସମସ୍ୟା ହୁଏ-ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପ୍ରତିଦିନ ୧,୫୦୦ ଗ୍ରାମ ସୋଡ଼ିୟମର ମତ୍ରା ଆବଶ୍ୟକ। ଏଥିରୁ ଅଧିକ ମାତ୍ରା ସୋଡ଼ିୟମ ହାଇ ବ୍ଲଡ ପ୍ରେସର, ହାର୍ଟ ଓ କିଡନି ଜନିତ ରୋଗ ବଢ଼ାଇଥାଏ। ୩ ରୁ ୪ଟି ବିନା ଲୁଣ କାଜୁରେ ୫mg ସୋଡ଼ିୟମର ମାତ୍ରା ରହିଥାଏ। ଆଉ ୩-୪ଟି ଲୁଣବାଲା କାଜୁରେ ସୋଡ଼ିୟମର ମାତ୍ରା ୮୭mg ଥାଏ।

ଆଲର୍ଜି- ଅନେକ ଲୋକଙ୍କୁ କାଜୁ ଖାଇବାଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ, ବାନ୍ତି, ଦେହ ହାତ କୁଣ୍ଡେଇ ହୋଇ ଫଳିଯିବା ଭଳି ସମସ୍ୟା ହୋଇଥାଏ। ତେଣୁ ଏହି ସବୁ ଲକ୍ଷଣ ଦେଖାଦେଲେ କାଜୁ ଖାଇବା ବନ୍ଦ କରିଦିଅନ୍ତୁ।

ମୁଣ୍ଡବିନ୍ଧା- ଯେଉଁମାନଙ୍କର ସାଇନସ୍ କିମ୍ବା ମାଇଗ୍ରେନ୍ ସମସ୍ୟା ଅଛି ସେମାନେ ଆଦୌ କାଜୁ ଖାଇବା ଉଚିତ ନୁହେଁ। କାରଣ ଏଥିରେ ଥିବା ଆମିନୋ ଏସିଡ୍ ଟାଇରାମଇନ୍ ଓ ଫେନେଲେଥାଇଲମାଇନ୍ ମୁଣ୍ଡବିନ୍ଧାକୁ ବଢ଼ାଇଥାଏ।

ଔଷଧ ଉପରେ ପ୍ରଭାବ ପକାଇଥାଏ-  କାଜୁ ଖାଇବାଦ୍ୱାରା ଔଷଧର ଶକ୍ତି ହ୍ରାସ କରିଦିଏ। କାରଣ ଏଥିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ ରହିଥାଏ। ଏହା ଡାଇବେଟିସ୍, ଥାଇରଏଡ୍ ଓ ମୁତ୍ର ସମ୍ବନ୍ଧୀୟ ରୋଗର ଔଷଧକୁ  ଅକାମି କରିଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story