ତାପସ ପାଲ୍‌ଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗତକାଲି କୋଲକାତାରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କୁ ଆଜି ଭୁବନେଶ୍ୱର ଅଣାଯିବା ପରେ ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଛି। କୋଲକାତାର କ୍ରିଷ୍ଣାନଗର ନିର୍ବାଚନ ମଣ୍ଡଳୀର ସାଂସଦ ତାପସଙ୍କୁ ହାଜର ହେବାକୁ ସିବିଆଇ ନୋଟିସ୍‌ କରିଥିଲା। ସେ ହାଜର ହେବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ୪ ଘଣ୍ଟା […]

tapas pal

tapas pal

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 10:00 PM IST

Sports

Latest News

ଭୁବନେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗତକାଲି କୋଲକାତାରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କୁ ଆଜି ଭୁବନେଶ୍ୱର ଅଣାଯିବା ପରେ ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଛି।

କୋଲକାତାର କ୍ରିଷ୍ଣାନଗର ନିର୍ବାଚନ ମଣ୍ଡଳୀର ସାଂସଦ ତାପସଙ୍କୁ ହାଜର ହେବାକୁ ସିବିଆଇ ନୋଟିସ୍‌ କରିଥିଲା। ସେ ହାଜର ହେବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରିଥିଲେ। ତେବେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସିବିଆଇ ତାଙ୍କୁ ଗିରଫ କରିଥିଲା।

୨୦୧୦ ମସିହାରେ ରୋଜଭ୍ୟାଲିର ଡିରେକ୍ଟର ଥିବା ବେଳେ ତାପସ କମ୍ପାନୀଠାରୁ ଲାଭାନ୍ୱିତ ହେବା ସହ କମ୍ପାନୀ ସପକ୍ଷରେ ଅନେକ ପ୍ରମୋସନାଲ ମନ୍ତବ୍ୟ ଦେଇ ଗ୍ରାହକଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ରହିଛି। ଯାହାର ପ୍ରମାଣ ସିବିଆଇ ପାଇଛି। ଏହାସହ ତାପସ ନିଜ ପରିବାରର ବହୁ ସଦସ୍ୟଙ୍କୁ କମ୍ପାନୀର ବିଭିନ୍ନ ପଦ ପଦବୀରେ ରଖି ଠକେଇ କରିଥିବା ନେଇ ପ୍ରମାଣ ସିବିଆଇ ହାତରେ ଲାଗିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story