ଚିକେନ୍‌ ଖାଆନ୍ତୁ ସୁସ୍ଥ ରୁହନ୍ତୁ

ଚିକେନ୍‌ ପ୍ରାୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ। ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ଚିକେନ୍‌ରୁ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ୱାରା  ମାଂସପେଶୀ ଶକ୍ତ ହୋଇଥାଏ। ଆସନ୍ତୁ ଜାଣିବା ଚିକେନ୍‌ ଖାଇବା ଦ୍ୱାରା ଶରୀରକୁ  ଆଉ କ’ଣ ସବୁ ଲାଭ ମିଳିଥାଏ। ଚିକେନ୍‌ରେ କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ରହିଛି, ଯାହା ହାଡକୁ ମଜଭୁତ କରିଥାଏ। ଏଥିରେ ନିୟାସିନ୍‌ ନାମକ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ। […]

chicken

chicken

Rakesh Mallick
  • Published: Friday, 26 January 2018
  • Updated: 26 January 2018, 12:06 PM IST

Sports

Latest News

ଚିକେନ୍‌ ପ୍ରାୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ। ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ଚିକେନ୍‌ରୁ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ୱାରା  ମାଂସପେଶୀ ଶକ୍ତ ହୋଇଥାଏ। ଆସନ୍ତୁ ଜାଣିବା ଚିକେନ୍‌ ଖାଇବା ଦ୍ୱାରା ଶରୀରକୁ  ଆଉ କ’ଣ ସବୁ ଲାଭ ମିଳିଥାଏ।

  • ଚିକେନ୍‌ରେ କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ରହିଛି, ଯାହା ହାଡକୁ ମଜଭୁତ କରିଥାଏ।
  • ଏଥିରେ ନିୟାସିନ୍‌ ନାମକ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ।
  • ଚିକେନ୍‌ ଖାଇବା ଦ୍ୱାରା ରୋଗପ୍ରତିରୋଧକାରୀ ଶକ୍ତି ବଢିଥାଏ।
  • ଏଥିରେ ଭିଟାମିନ ‘ବି-୫’ ଓ Pantothenic  ଏସିଡ୍‌ ରହିଛି। ଯାହା ମାଂସପେଶୀ ଓ ଶିରାପ୍ରଶିରାକୁ ଫୁର୍ତ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story