ମୁଖ୍ୟମନ୍ତ୍ରୀ କୁରୁସଭାର ଦୁର୍ଯ୍ୟୋଧନ, ପୋଲିସ୍ ଦୁଃଶାସନ: ପ୍ରସାଦ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାଭାରତର କୁରୁସଭାର ଦୁର୍ଯ୍ୟୋଧନ ସାଜିଥିବା ବେଳେ ପୋଲିସ୍ ସାଜିଛି ଦୁଃଶାସନ। ସୁନ୍ଦରଗଡ଼ରେ ମହିଳାଙ୍କ ଦେହରୁ କଳା ଓଢ଼ଣି କଢ଼ା ଯିବା ଓ ଢେଙ୍କାନାଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରି ଜଙ୍ଗଲରେ ଛାଡ଼ି ଦିଆଯିବା ଘଟଣା ଉପରେ ପ୍ରତିକ୍ରିୟା ରଖି ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏ କଥା କହିଛନ୍ତି। ଆଜି ଢେଙ୍କାନାଳରେ ଟାସ୍କଫୋର୍ସ ଏବଂ ଚେତନା ସମାବେଶରେ ଯୋଗ ଦେବାକୁ ଆସିଥିବା  ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ […]

prasad

prasad

Rakesh Mallick
  • Published: Friday, 09 December 2016
  • Updated: 09 December 2016, 06:57 PM IST

Sports

Latest News

prasadଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାଭାରତର କୁରୁସଭାର ଦୁର୍ଯ୍ୟୋଧନ ସାଜିଥିବା ବେଳେ ପୋଲିସ୍ ସାଜିଛି ଦୁଃଶାସନ। ସୁନ୍ଦରଗଡ଼ରେ ମହିଳାଙ୍କ ଦେହରୁ କଳା ଓଢ଼ଣି କଢ଼ା ଯିବା ଓ ଢେଙ୍କାନାଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରି ଜଙ୍ଗଲରେ ଛାଡ଼ି ଦିଆଯିବା ଘଟଣା ଉପରେ ପ୍ରତିକ୍ରିୟା ରଖି ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏ କଥା କହିଛନ୍ତି।

ଆଜି ଢେଙ୍କାନାଳରେ ଟାସ୍କଫୋର୍ସ ଏବଂ ଚେତନା ସମାବେଶରେ ଯୋଗ ଦେବାକୁ ଆସିଥିବା  ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ଉପରେ ଏହିଭଳି ବର୍ଷି ଥିଲେ।

ସେ କହିଥିଲ,“ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଘରୋଇ ବିଭଗ ଅଛି। କିନ୍ତୁ ମହିଳାଙ୍କୁ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଆଗରେ ଅଛି। ଏଠାରେ ସବୁଠୁ ଅଧିକ ନାରୀ ନିର୍ଯାତନା ଘଟଣା ଘଟୁଛି। ଗଣଦୁଷ୍କର୍ମ ଓ ଦୁଷ୍କର୍ମ ସଂଖ୍ୟା ବଢ଼ି ଚାଲିଛି। ଦିନକୁ ରାଜ୍ୟରେ ୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ସରକାର ନିଜେ ଏକଥା ମାନୁଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମହାଭାରତର କୁରୁସଭାରେ ଦୁର୍ଯ୍ୟୋଧନ ଭଳି ବସିଥିବା ବେଳେ ପୋଲିସ୍ ଦୁଃଶାସନ ସାଜି ମହିଳାଙ୍କୁ ବିବସ୍ତ୍ର କରୁଛି।”

ସଭାରେ ପ୍ରସାଦଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, କଟକ ନଗର ସଭାପତି ମହମ୍ମଦ ମୁକିମ୍ ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁଧୀର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story