ଆଇସିୟୁରେ ଜଗା କାଳିଆ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ଫାଇଲ ଫଟୋ ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଅପରେସନ୍ ପରେ ଜଗା କାଳିଆଙ୍କ ଭେଣ୍ଟିଲେଟର କଢାଯାଇଛି । ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍  ଥିବା ସୂଚନା ମିଳିଛି  । ଗତ ୨୮ ତାରିଖରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି  ଦୁହିଁଙ୍କ ଅପରେସନ ହୋଇଥିଲା।   ଦିଲ୍ଲୀ ଏମ୍ସର  ପେଡିଆଟ୍ରିକ୍ ନ୍ୟୁରୋ ସର୍ଜନ୍ ପ୍ରଫେସର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଏକ ଟିମ୍ ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗା […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 05:06 PM IST

Sports

Latest News

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ଫାଇଲ ଫଟୋ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଅପରେସନ୍ ପରେ ଜଗା କାଳିଆଙ୍କ ଭେଣ୍ଟିଲେଟର କଢାଯାଇଛି । ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍  ଥିବା ସୂଚନା ମିଳିଛି  । ଗତ ୨୮ ତାରିଖରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି  ଦୁହିଁଙ୍କ ଅପରେସନ ହୋଇଥିଲା।   ଦିଲ୍ଲୀ ଏମ୍ସର  ପେଡିଆଟ୍ରିକ୍ ନ୍ୟୁରୋ ସର୍ଜନ୍ ପ୍ରଫେସର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଏକ ଟିମ୍ ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗା କାଳିଆଙ୍କ ଅପରେସନ୍ କରିଥିଲେ ।  ପ୍ରଥମ ପର୍ଯ୍ୟାୟ ଅପରେସନ ସରିଛି।

ହେଲେ ଉଭୟଙ୍କ ମୁଣ୍ଡ ଅଲଗା ହୋଇନି।  ଉଭୟଙ୍କ ମସ୍ତିଷ୍କର ବହୁ ଅଂଶ ଅଲଗା କରାଯାଇଛି।  ଏଥିସହ ଭେନ୍‌ ବାଇପାସ୍ ଚ୍ୟାନେଲ ମଧ୍ୟ ସୃଷ୍ଟି କରାଯାଇଛି ବୋଲି କହିଛନ୍ତି ପ୍ରଫେସର ଦୀପକ ଗୁପ୍ତା । କନ୍ଧମାଳ ଜିଲ୍ଲାର ଏହି ଦୁଇ ଶିଶୁଙ୍କ ମୁଣ୍ଡକୁ ଅଲଗା କରିବା ଲାଗି  ଏମ୍ସର ୪୦ ଜଣିଆ ଏକ ଡାକ୍ତରୀ ଦଳ ଗତ ଦୁଇ ମାସ ହେବ ଯୋଜନା କରି ଆସୁଥିଲା। ଏଣେ ନ୍ୟୁରୋ ସାଇନ୍ସ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର ଓଟିଭିକୁ କହିଛନ୍ତି  ଆଜି ଜଗା କାଳିଆଙ୍କଠାରୁ ଭେଣ୍ଟିଲେଟର୍ କଢାଯାଇଛି।  ତେବେ ସେମାନେ ଆହୁରି ପ୍ରାୟ ୨ ଦିନ ଆଇସିୟୁରେ ରହିବେ। ସଂକ୍ରମଣ ହେଉଛି କି ନାହିଁ ତାହା ଉପରେ ଆମେ ନଜର ରଖିଛୁ ।  ତା’ ପରେ ପାଟିରେ ଖାଇବାକୁ ଦିଆଯିବ ।  ଏବେ ଦୁଇଟି ଜଣ ପିଲା  ସୁସ୍ଥ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story