ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ 'କଙ୍କଡ଼ା କଷା'

ଆବଶ୍ୟକୀୟ ସାମଗ୍ରୀ-ଜୀଅନ୍ତା କଙ୍କଡା, ପିଆଜ, ରସୁଣ, ଟମାଟୋ, ଅଦା, ଲଙ୍କା, ତେଲ, ଲୁଣ ଏବଂ ହଳଦୀଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ- ଜୀଅନ୍ତା କଙ୍କଡାକୁ ଗରମ ପାଣିରେ ପକାଇ ଖୋଳପାକୁ ଛଡାଇ ଦିଅନ୍ତୁ। ଏବେ କଙ୍କଡା ମାଂସକୁ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ପିଆଜ ଏବଂ ଟମାଟୋକୁ କାଟି ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ହଳଦୀ ଓ ଲୁଣ ଗୋଳା କଙ୍କଡା ମାଂସ […]

2017-09-16-21-40-04-438

2017-09-16-21-40-04-438

Rakesh Mallick
  • Published: Friday, 18 May 2018
  • Updated: 18 May 2018, 12:37 PM IST

Sports

Latest News

ଆବଶ୍ୟକୀୟ ସାମଗ୍ରୀ-ଜୀଅନ୍ତା କଙ୍କଡା, ପିଆଜ, ରସୁଣ, ଟମାଟୋ, ଅଦା, ଲଙ୍କା, ତେଲ, ଲୁଣ ଏବଂ ହଳଦୀଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ- ଜୀଅନ୍ତା କଙ୍କଡାକୁ ଗରମ ପାଣିରେ ପକାଇ ଖୋଳପାକୁ ଛଡାଇ ଦିଅନ୍ତୁ। ଏବେ କଙ୍କଡା ମାଂସକୁ ଲୁଣ ଓ ହଳଦୀ ଦେଇ ଗୋଳାଇ ଦିଅନ୍ତୁ। ପିଆଜ ଏବଂ ଟମାଟୋକୁ କାଟି ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ ଲଙ୍କାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ହଳଦୀ ଓ ଲୁଣ ଗୋଳା କଙ୍କଡା ମାଂସ ଖଣ୍ଡକୁ ପକାନ୍ତୁ। କଙ୍କଡା ମାଂସ କଷି ହୋଇ ଆସିଲେ ସେଥିରେ କଟା ପିଆଜ ଏବଂ କଟା ଟମାଟୋ ପକାନ୍ତୁ। ମସଲା ବଟା ମଧ୍ୟ ସେଥିରେ ପକାଇ ଅଳ୍ପ ନିଆଁରେ ବସାଇ ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ। କଙ୍କଡା ଭାଜି ହୋଇଗଲେ ଓହ୍ଲାଇ ଆଣିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story